Home ଗ୍ଲାମର୍ ​କିଙ୍ଗ ଖାନ୍ ଙ୍କ ଝିଅ ସୁହନା ଏହି କାମ ରେ ଧୁରନ୍ଧର

​କିଙ୍ଗ ଖାନ୍ ଙ୍କ ଝିଅ ସୁହନା ଏହି କାମ ରେ ଧୁରନ୍ଧର

କିଙ୍ଗ ଖାନ୍ ଏବଂ ଗୌରୀ ଖାନ୍ ଙ୍କ ପୁତ୍ରି ଗୌରୀ ଖାନ୍ ପୁଣି ଥରେ ଆସିଛନ୍ତି ଚର୍ଚ୍ଚା କୁ। ନିଜର ଷ୍ଟାଇଲ ଏବଂ ସେନ୍ସେ ପାଇଁ ଫେମସ୍ ସୂହନା ଙ୍କ ଏକ ଫୋଟୋ ଏବେ ସାମ୍ନା କୁ ଆସିଚି।

ସେହି ଫୋଟୋ ରେ ଦେଖିବାକୁ ମିଳିଛି ଯେ ସୁହାନା ରୋଷେଇ କରୁଛନ୍ତି।

ସୂହାନା ରୋଷେଇ ଘରେ ନୁଡୁଲୁସ୍ ବନାଉଥିବର ଦେଖିବାକୁ ମିଳିଛି। ଏହି ଫୋଟୋ ଏବେ ଚର୍ଚ୍ଚା ର ବିଷୟ ପାଲଟଛି ।

ତେବେ ତାଙ୍କ ଫୋଟୋ ରେ ଥିବା ଫୋଟୋ ରୁ ଜଣା ଯାଉଛି ଯେ  ଶହରୁଖ୍ ତନୟା ରୋଷେଇ କରିବାରେ ଖୁବ୍ ଧୂରନ୍ଧର।
ଉଲେଖାଯୋଗ୍ୟ ଯେ ଅନ୍ୟ ଷ୍ଟାର୍ ମାନଙ୍କର ପିଲା ମାନଙ୍କ ଅପେକ୍ଷା ଶୁହାନା ଙ୍କ ଫାନ୍ ଫାେ ଲୋଈଂ ବେଶି। ଶୁହନା ଙ୍କ ଏହି ଫୋଟୋ ଗତ ୨ ଦିନ ଧରି ସୋସିଆଲ ମିଡିଆ ରେ ଧୁମ୍ ମଚଉଛି। ଖାଲି ଏତିକି ନୁହେଁ, ଶୂହାନା ବଡ଼ ହେବା ସହ ସହ ଫନ୍ ଫୋଲୋଇଂ ରେ ମା ଗୌରୀ ଙ୍କୁ ମଧ୍ୟ ଟକର୍ ଦେବାରେ ଲାଗିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ସେସୁ ରେ ଠିକା କମ୍ପାନୀ OEDC ର ମନମାନୀ ,କର୍ତ୍ତୃପକ୍ଷ ଚୁପ ,ମାସ ମାସ ଧରି ଇପିଏଫ ବାନ୍ଧୁନି କମ୍ପାନୀ

ଆସନ୍ତା ଜୁନ 1 ତାରିଖ ରୁ ସେସୁ କୁ ଅଧିଗ୍ରହଣ କରିନେଉଛି ଟାଟା I ତେବେ ଏହାଭିତରେ ଶ୍ରମିକ ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ ବିଶେଷ କରି ସେସୁ ରେ...

ୟୁଟୁବ ଚାନେଲ ରେ ଯୋଗ ଶିଖାଉଛନ୍ତି ଯୋଗ ଗୁରୁ ଗଣେଶ ଗୋଛିକାର

ଏବେ ଲକ ଡାଉନ ଚାଲିଛି ,ସମସ୍ତେ ଗୃହବନ୍ଦୀ ଥିବାବେଳେ ସୁସ୍ଥ ରହିବା ପାଇଁ ଦୈନିକ ଜିମ୍ ବା ଯୋଗ କରିବା ନିହାତି ଜରୁରୀ କିନ୍ତୁ ବର୍ତମାନ ସବୁ ଯୋଗ ସେଣ୍ଟର ବନ୍ଦ ରହିଛି,ବିନା...

ଲକ ଡାଉନ ରେ ମନ କିଣିନେଲେ ଅଭିନେତ୍ରୀ

ଏବେ ଲକ ଡାଉନ ଚାଲିଥିବା ବେଳେ ସମସ୍ତେ ଗୃହବନ୍ଦୀ ତେବେ ଏହି ଲକ ଡାଉନ ରେ ସହାୟତା ର ହାତ ବଢ଼ାଇ ପ୍ରସଂଶା ସାଉଁଟୁଛନ୍ତି ଅଭିନେତ୍ରୀ ଅନୁମିତା I ତାଙ୍କ ସହାୟତା ପାଇଁ...

15ବର୍ଷ ର ବଳିଦାନ ବୁଝିଲାନି ଚାନେଲ ,ବରିଷ୍ଠ କ୍ୟାମେରା ମ୍ୟାନ ଚାକିରୀ ଖଣ୍ଡେ ପାଇଁ ହନ୍ତସନ୍ତ ହେଇ ଆଖି ବୁଜିଲେ

Odisha Exclusive ବ୍ୟୁରୋ // ଓଡିଶା ମିଡ଼ିଆ ଜଗତ ର ଜଣେ ଜଣାଶୁଣା ନା ସୁକାନ୍ତ ପାଣିଗ୍ରାହୀ I ଆଉ କିନ୍ତୁ ସେ ନାହାନ୍ତି ,ମେ 16ରେ ତାଙ୍କର ମୃତ୍ୟ ହେଇଯାଇଥିବା ବେଳେ...