ସୈତାନ ବାପା: ତିନି ଝିଅକୁ ଜୋର ଜବରଦସ୍ତ  କରୁଥିଲା ଦୁଷ୍କର୍ମ

ଭଦ୍ରକ ରେ ଚାଞ୍ଚଲ୍ୟ :  ତେର ବର୍ଷର ଜଣେ ନାବାଳିକା ଝିଅ ନିଜ ବାପା ନାଁ ରେ  ଦୁଷ୍କର୍ମ ର ଅଭିଯୋଗ କରିଛନ୍ତି  ଭଦ୍ରକ ଗ୍ରାମାଞ୍ଚଳ ଥାନାରେ I ଘଟଣା ହେଉଛି ଭଦ୍ରକ  ଅର୍ଣ୍ଣପାଳ ମଧୁସୂଦନ ଅଂଚଳର I ମିଳିଥିବା ଖବର ଅନୁଯାଇ ଅଭିଯୁକ୍ତ ଙ୍କର ପୂର୍ବରୁ ପ୍ରଥମ ସ୍ତ୍ରୀ ମରିଯାଇଛନ୍ତି ଏବଂ ସେ ଦ୍ୱିତୀୟ ବିବାହ କରିଥିଲେ I ପ୍ରଥମ ସ୍ତ୍ରୀ ଔରଶରୁ ତିନୋଟି ଝିଅ ଅଛନ୍ତି I ତେବେ ଯୌନ ପିପାସୁ ଶୈତାନ ବାପାର ଖରାପ ନଜର ନିଜ ନାବାଳିକା  ଝିଅ ଉପରେ ପଡିଥିଲା କେବଳ ପୀଡିତା ନୁହେଁ ଦୀର୍ଘ ଦିନ ତିନି  ଝିଅ ଙ୍କ ସହିତ ଜୋରଜବରଦସ୍ତ  ଦୁଷ୍କର୍ମ କରୁଥିଲା ଯାହା ଫଳରେ ନାବାଳିକା ଜଣକ ବାଧ୍ୟ ହୋଇ ପୋଲିସ ରେ ଅଭିଯୋଗ କରିଛି , ପୋଲିସ ଅଭିଯୁକ୍ତ ବାପା କୁ ଅଟକ ରଖି ଡାକ୍ତରୀ ମାଇନା ଚାଲିଛି I

Leave a Reply

Your email address will not be published. Required fields are marked *