SBI ରେ ବାହାରିଲା ୮୩୦୧ ଜୁନିୟର ଆସୋସିଅଟ ପଦବୀ ବ୍ୟାଙ୍କରେ ଚାକିରୀ କରିବା ପାଇଁ ଇଛୁକ ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର। sbi କ୍ଲର୍କ ପଦବୀ ପାଇଁ ନୋଟିସ ବାହାର କରିଛି । ଇଛୁକ ପାର୍ଥିମାନେ ୧୦ ଫେବ୍ରୁଆରୀ ମଧ୍ୟରେ ଆବେଦନ କରିପାରିବେ । ଏହା ପାଇଁ ଶିକ୍ଷାଗତ ଯୋଗ୍ୟତା simple ଗ୍ରାଜୁଏଟ ହେଇଥିବ ଆବଶ୍ୟକ ଓ ଯେଉଁ ରାଜ୍ୟରୁ ଆବେଦନ କରୁଥିବେ ସେ ରାଜ୍ୟର ଭାଷାରେ ତାଙ୍କର ଜ୍ଞାନ ଥିବା ଆବଶ୍ୟକ । ଓଡ଼ିଶାର ପଦବୀ ସଂଖ୍ୟା ମୋଟ ଉପରେ 550 ରହିଛି ।