ସୁନା ଦୋକାନୀ ଓ କାରିଗରଙ୍କୁ ଗଳାକାଟି ହତ୍ୟା କଲେ,  ସୁନା ଓ ଟଙ୍କା ଲୁଟିନେଇ ଦୁର୍ବୃତ୍ତ ଫେରାର,

ଯାଜପୁର ବିଂଝାରପୁର ଥାନା ଖଇରା ପୋଲ ନିକଟରେ ଡବଲ୍‌ ମର୍ଡର, ଗତକାଲି ରାତିରେ ଘରକୁ ଫେରୁଥିବା ବେଳେ ଘଟିଛି ହତ୍ୟାକାଣ୍ଡ,  ସୁନା ଦୋକାନୀ ଓ କାରିଗରଙ୍କୁ ଗଳାକାଟି ହତ୍ୟା କଲେ,  ସୁନା ଓ ଟଙ୍କା ଲୁଟିନେଇ ଦୁର୍ବୃତ୍ତ ଫେରାର, ମୃତକ ବିଂଝାରପୁର ଥାନା କଲ୍ୟାଣପୁର ଗାଁର ସୁନାଦୋକାନୀ ଖଗେଶ୍ୱର ରଣା ଓ କାରିଗର ଚୈତନ ସାହୁ, ବିଂଝାରପୁର ପୋଲିସର ଝାନଭିନ୍‌ ଜାରି

One Comment on “ସୁନା ଦୋକାନୀ ଓ କାରିଗରଙ୍କୁ ଗଳାକାଟି ହତ୍ୟା କଲେ,  ସୁନା ଓ ଟଙ୍କା ଲୁଟିନେଇ ଦୁର୍ବୃତ୍ତ ଫେରାର,”

Leave a Reply

Your email address will not be published. Required fields are marked *