ଯାଜପୁର:ଅପ୍ରାକୃତିକ ଯୌନ ସଂପର୍କ ପାଇଁ ଆସାମି କୁ ୪ ବର୍ଷ ଜେଲ ଦଣ୍ଡ

ଘଟଣା ଘଟିଛି ଯାଜପୁର ଅଞ୍ଚଳ ରେ।

ଗୋଟିଏ ୮ ବର୍ଷ ର ନାବାଳକ ସହ ତାର ସମ୍ପର୍କୀୟ ବଡ଼ ଭାଇ ଚଢ଼େଇ ଧରିବା ଲୋଭ ଦେଖାଇ ଯୌନ ସମ୍ପର୍କ ରଖିଚି ଯାହା ପାଇ ଆସାମୀ କୁ ୪ ବର୍ଷ ଜେଲ ଦଣ୍ଡ ମଧ୍ୟ ହୋଇଛି।

ମିଳିଥିବା ସୂଚନା ଅନୁସାରେ ଯାଜପୁର ଅନ୍ତର୍ଗତ ଧୁଲିଆପଶି ଗ୍ରାମର ୮ ବର୍ଷ ର ନା ବାଳକ କୁ ତାର ମାଉସୀ ପୁଅ ପୂତନ୍ ପାତ୍ର ଚଢ଼େଇ ଧରିବା ନା ରେ ଜଙ୍ଗଲ କୁ ଡ଼ାକିନେଇ ତା ସହ ଯୌନ ସମ୍ପର୍କ ରଖିଥିଲା।

ପରେ ନାବାଳକ ରକ୍ତାକ୍ତ ଅବସ୍ଥା ରେ ଘରେ ପହଞ୍ଚି ଘରେ ଏ ସବୁ କଥା ଜଣାଇବା ପରେ ଘର ଲୋକ ମାନେ ପୋଲିସ ଦ୍ବାରସ୍ଥ ହୋଇଥିଲେ।

ସମସ୍ତ ସାକ୍ଷ୍ୟ ପ୍ରମାଣ ଅଧିକାର ରେ ଆସାମୀ କୁ ୪ ବର୍ଷ ଜେଲ ଏବଂ ୫ ହଜାର ଟଙ୍କା ଜୋରିମାନା ହୋଇଛି।

Leave a Reply

Your email address will not be published. Required fields are marked *