ନବବଧୂ ଙ୍କ ୩୬ ଟି ଅଶ୍ଳୀଳ ଭିଡିଓ ଭାଇରାଲ୍

କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅଞ୍ଚଳ ରେ ଜଣେ ନବ ବଧୁ ଙ୍କ ୩୬ ଟି ଅଶ୍ଳୀଳ ଭିଡିଓ ଭାଇରାଲ ହୋଇଛି।

ଗତକାଲି ଏ ନେଇ ସଦର ଥାନା ରେ ନବ ବଧୁ ଙ୍କ ଘର ଲୋକ ଅଭିଯୋଗ କରିଛନ୍ତି। ପୁଲିସ୍ ମାମଲା ରୁଜୁ କରିଥିଲେ ମଧ୍ୟ ଭିଡିଓ କୁ ରୋକି ପାରିନାହିଁ।

ତେଣୁ ନବବଧୂ ଙ୍କ ଇଯତ୍ ସୋସିଆଲ ମିଡିଆ ରେ ନିଲାମ ହେବାରେ ଲାଗିଛି। ଏ ନେଇ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *