ହ୍ୟାକର୍ ପ୍ରେମିକ ହ୍ୟାକ୍ କଲା ପ୍ରେମିକା ର କଲେଜ(ସେଣ୍ଟ୍ରାଲ University) ୱେବସାଇଟ, ପ୍ରେମିକା କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ

ଦିଲ୍ଲୀ: ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ ଘଟଣା ଏହା।

ହ୍ୟାକର ପ୍ରେମିକ ପ୍ରେମିକା କୁ ଜନ୍ମଦିନ ର ଶୁଭେଚ୍ଛା ଜଣାଇବା ପାଇଁ ଭାବିଥିଲା ଏହି ଅଭିନବ ଉପାୟ।ନିଜ ପ୍ରେମିକ ର କଲେଜ ୱେବସାଇଟ ହ୍ୟକ୍ କରି ୱେବସାଇଟ ରେ happy birthday Pooja

ଲେଖି ଶୁଭେଚ୍ଛା ଜଣାଇଛ୍ତି ନିଜ ପ୍ରେମିକ କୁ। ଯାହା କୁ ବର୍ତ୍ତମାନ ସୋସିଆଲ ମିଡିଆ ରେ ଚର୍ଚ୍ଚା ରେ ଅଛି।

ତେବେ ଘଟଣା ଟି ହେଉଛି ଗତ କାଲି ର। ଦିଲ୍ଲୀ ସ୍ଥିତ ଜମିଆ ମିଲିଆ ଇସଲାମୀୟ University ର ୱେବସାଇଟ ହ୍ୟକ୍ ହୋଇଛି। ନିମ୍ନ ରେ ହ୍ୟକ ପର୍ ର ଚିତ୍ର ପ୍ରଦତ୍ତ କରାଗଲା।

ତେବେ ବର୍ତ୍ତମାନ ୱେବସାଇଟ କୁ ଠିକ୍ କରିଦିଆଯାଇଛି।

Leave a Reply

Your email address will not be published. Required fields are marked *