ଢେଙ୍କାନାଳ ପୂର୍ବତନ ବିଧାୟକ ନଵୀନନନ୍ଦ ଙ୍କୁ ମରାଣାନ୍ତଙ୍କ ଆକ୍ରମଣ

ଢେଙ୍କାନାଳ ସ୍ବାଭିମାନ ସୁରକ୍ଷା ଯାତ୍ରା ରାଲି କରୁଥିବା ସମୟରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କେନ୍ଦୁପଡା ଠାକୁରିଆପାଳ ଗ୍ରାମରେ ପୂର୍ବତନ ବିଧାୟକ ନବିନ ନନ୍ଦଙ୍କ ଙ୍କୁ ମାରାଣାନ୍ତଙ୍କ ଆକ୍ରମଣ କରାଯାଇଛି I ନବୀନ ଗାଡ଼ିରେ ଥିବା ବେଳେ ପଛ ପଟୁ ଦୁଇଜଣ ଦୁର୍ବୁତ୍ତ ନବୀନ ଙ୍କ ଗାଡିକୁ ବୋମା ମାଡ କରି ଫେରାର ହେଇଯାଇଛନ୍ତି I

ସୌଭାଗ୍ୟବଶତ ନବୀନ ନନ୍ଦ ଙ୍କ କିଛି କ୍ଷତି ହେଇନଥିବା ବେଳେ ଗାଡି ର ପଛ ଭାଗ ବୋମା ମାଡରେ ଭାଙ୍ଗି ଚୁରମାର ହେଇଯାଇଛି I ଘଟଣା ସ୍ଥଳରେ ନବୀନ ଙ୍କର ସର୍ମଥକ ମାନେ ଅପରାଧୀ କୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି I

Leave a Reply

Your email address will not be published. Required fields are marked *