ସ୍ବାମୀ ନଃପୁଷକ ବୋଲି ଜାଣିବା ପରେ ସ୍ତ୍ରୀ ଅଣ୍ଡକୋଷ..

ସ୍ବାମୀ ପ୍ରଜନନକ୍ଷମ ନଥିଲେ,ସ୍ତ୍ରୀ ଙ୍କ ଦେହ ର କ୍ଷୁଧା ମେଣ୍ଟାଇବା ରେ ଅସମର୍ଥ ଥିଲେ। ଏଥିପାଇଁ କଳହ ମଧ୍ୟ ଲଗି ରହୁଥିଲେ ଦମ୍ପତି ଙ୍କ ମଧ୍ୟରେ। ତେବେ ଏହି କାରଣ ରୁ ସ୍ତ୍ରୀ ଜଣକ ସ୍ବାମୀ ଙ୍କ ଅଣ୍ଡକୋଶ କୁ ଚାପି ସ୍ବାମୀ ଙ୍କୁ ହତ୍ୟା କରିଛନ୍ତି।

ଏପରି ଘଟଣା ଦେଖିବାକୁ ମିଳିଛି ବେଙ୍ଗାଳୁରୁ ରେ। ଆଉ ପୁଲିସ୍ କୁ ଘଟଣା ବିଷୟରେ ୩ ମାସ ପରେ ଜଣାପଡ଼ିଲା।

ଘଟଣା ମୁତାବକ ସ୍ବାମୀ ଅଧିକ ମଦ୍ୟପାନ କରି ପଡି ଯାଏ ମୃତ୍ୟୁ ବରଣ କରିଛନ୍ତି ବୋଲି ସ୍ତ୍ରୀ ମୃତ୍ୟୁ ସମୟରେ କହିଥିଲେ କିନ୍ତୁ ପୁଲିସ୍ ଏକ ଅପ ମୃତ୍ୟୁ ମାମଲା ରୁଜୁ କରି ଶବ କୁ ପୋଷ୍ଟ ବତମ୍ କରିଥିଲା ଯାହା ରିପୋର୍ଟ ରେ ଜଣା ପଡିଥିଲା ଯେ ଅଣ୍ଡକୋଷା ରେ ବେଶି ଚାପ ପଡିବା ଫଳରେ ଅଣ ନିଃଶ୍ୱାସ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା।

ଏଥି ପାଇଁ ପୁଲିସ୍ ଆଉ ଥରେ ମୃତ ଯୁବକ ଙ୍କ ପତ୍ନୀ ଙ୍କୁ ପଚରା ଉଚରା କରିଥିଲା ଯେଉଁଥିରେ ସ୍ତ୍ରୀ ମାନି ଯାଇଥିଲେ ଯେ ସେ ସ୍ବାମୀ ଙ୍କ ମୁହଁ ରେ ତକିଆ ପକେଇବା ସହ ତାଙ୍କ ଆଣ୍ଡକୋଷ କୁ ବହୁତ୍ ଜୋର୍ ରେ ଚାପି ମାରିବାକୁ ଚେଷ୍ଟା କରିଥିଲେ ଯାହା ଫଳରେ କୁ ସ୍ବାମୀ ଙ୍କ ମୃତ୍ୟୁ ହୋଇଥିଲା।

ସେ ମଧ୍ୟ କହିଛନ୍ତି ଯେ ସ୍ବାମୀ ଙ୍କ ନଃପୁଷକ ପାଇଁ ତାଙ୍କୁ ବନ୍ଧ୍ୟା ଶୁଣିବାକୁ ମିଳୁଥିଲା ଯାହା କି ସେ ବାରଦସ୍ତ୍ କରିପାରିନଥିଲେ।

Leave a Reply

Your email address will not be published. Required fields are marked *