ଶାଶୁ ଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜ୍ୱାଇଁ କଲା ବଳାତ୍କାର

ଶାଶୁ ଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜ୍ୱାଇଁ କଲା ବଳାତ୍କାର
ଶାଶୁ ହେଉଛନ୍ତି ସାକ୍ଷାତ ମା ସମାନ I କିନ୍ତୁ ଜଣେ କାମୁକ ଜ୍ୱାଇଁ ନିଜ ଶାଶୁ କୁ ଜଙ୍ଗଲ କୁ ଟାଣିନେଇ ଧର୍ଷଣ କରିଛନ୍ତି I ଘଟଣା ଟି ବାଲିଗୁଡା ଥାନା ଅଞ୍ଚଳର I ମିଳିଥିବା ଖବର ଅନୁଯାଇ ଜ୍ୱାଇଁ ପ୍ରମୋଦ ବହୁଦିନ ଧରି ଝିଅକୁ ନିର୍ଯାତନା ଦେଇଥିବାର ଖବର ଜାଣିବା ପରେ ଶାଶୁ ନିଜ ଜ୍ୱାଇଁ ଙ୍କୁ ଡକାଇ ଝିଅ ଘରକୁ ଯାଉଥିଲେ I ହଠାତ ମାଦାଗୁଡା ଶଙ୍ଖ ନିକଟରେ ମଝି ରାସ୍ତା ରେ ଜ୍ୱାଇଁ ଗାଡି ବନ୍ଦ କରି ଶାଶୁ ଙ୍କୁ ଭିଡି ଓଟାରି ଜଙ୍ଗଲ ଭିତରକୁ ନେଇଯାଇଥିଲେ I ଏବଂ ଦୁଷ୍କର୍ମ କରିଥିଲେ I ଏହାକୁ ଶାଶୁ ବିରୋଧ କରିବାରୁ ତାଙ୍କ ମୁଁହକୁ ମାଡ ମାରି ଚୁପ କରାଇବାକୁ ଚେଷ୍ଟା କରିଥିଲେ I କିନ୍ତୁ ଶାଶୁ ଜଣଙ୍କ ଜୋରରେ ଚିଲେଇବାରୁ ପାଖରେ ଥିବା ଲୋକ ଆସି ତାଙ୍କୁ ଉଦ୍ଧାର କରିଥିଲେ I ଏନେଇ ଶାଶୁ ଜଣଙ୍କ ଥାନାରେ ଏତଲା ଦେବା ପରେ ପୋଲିସ ଅଭିଯୁକ୍ତ ଜ୍ୱାଇଁ ଙ୍କୁ ଗିରଫ କରିଛି I

Leave a Reply

Your email address will not be published. Required fields are marked *