ହୁ ହୁ ହେଇ ଜଳିଗଲା ବିମାନ : 5 ମୃତ

ଆଜି ଏକ ଚାର୍ଟର୍ଡ ବିମାନ ଲାଣ୍ଡିଙ୍ଗ କରୁଥିବା ବେଳେ ହଠାତ ଏକ ନବନିର୍ମାଣ ବିଲ୍ଡି କୁ ଧକା ଦେଇଥିଲା ଫଳରେ ବିମାନଟି ଘଟଣା ସ୍ଥଳରେ ହୁ ହୁ ହେଇ ଜଳିଯାଇଥିଲା Iଘଟଣା ସ୍ଥଳରେ ୨ଜଣ ପାଇଲଟ, ୨ ଏୟାରକ୍ରାପ୍ଟ ଇଞ୍ଜିନିୟର ଏବଂ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଇଥିବା ଅନେକ ଗୁରୁତର ଆହତ ହେଇଛନ୍ତି I ଘଟଣା ଟି ମହାରାଷ୍ଟ୍ର ବମ୍ବେର ଘଟକୋପାର ଅଞ୍ଚଳରେ ଘଟିଛି I

ବିମାନ ଟି ଉତ୍ତରପ୍ରଦେଶ ସରକାରଙ୍କର ଥିଲା କିନ୍ତୁ ବହୁ ପୂର୍ବରୁ ସେ ବମ୍ବେର ୟୁଓ୍ବାଇ ଆଭିଏଶନକୁ ବିକ୍ରି କରିଦେଇଥିଲେ I ଘଟଣା ସ୍ଥଳରେ ଦମକଳବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାରେ ଲାଗିଛି I

Leave a Reply

Your email address will not be published. Required fields are marked *