ଧରାପଡିଲା ନାଇଟ୍ ଗ୍ୟାଙ୍ଗ :ରାତିରେ ନାଇଟି ପିନ୍ଧି ଚୋରି କରୁଥିଲେ

ଚୋରି କରିବାକୁ ଚୋର ମାନେ ସବୁବେଳେ ବିଭିର୍ଣ୍ଣ ଉପାୟ ଅବଲମ୍ବନ କରିଥାନ୍ତି ,କେବେ ଆପଣ ଭାବିଛନ୍ତି ଯେ ଚୋରି କରିବାକୁ ଚୋର ଝିଅପିଲାଙ୍କର ନାଇଟି ପିନ୍ଧିକି ଆସିପାରେ ବୋଲି ? କଣ ଆଂଜ୍ଞା ବିଶ୍ୱାସ ହେଉନି ନା କିନ୍ତୁ କଥା ଟା ସତ ଏମୀତି ଏକ ଘଟଣା ଘଟିଛି ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଜିଲା ଚାଈବାସାରେ I ଏଠାରେ ଏକ ଗ୍ୟାଙ୍ଗ ଗଢିଉଠିଛି ଯାହାକି ସାଧାରଣତଃ ନାଇଟ୍ ଗ୍ୟାଙ୍ଗ ଭାବେ ପରିଚିତ I ରାତିହେଲେ ଏମାନେ ଲୋକମାନଙ୍କ ଗୁହାଳ ରେ ପଶି ଗାଈ ଏବଂ ମଇଁଷି ଚୋରି କରିଥାନ୍ତି I ତେବେ ସବୁଠାରୁ ଚକିତ କର ଘଟଣା ହେଉଛି ଚୋରି କରୁଥିବା ସମୟରେ ଏମାନେ ସାଧାରଣତଃ ମହିଳା ଙ୍କର ନାଇଟ୍ ପିନ୍ଧିଥାନ୍ତି I ଗତକାଲି ଜଣେ ଲୋକଙ୍କ ଘରୁ ମଇଁଷି ଚୋରି କରୁଥିବାବେଳେ ଗାଁ ଲୋକମାନେ ଚାରିପଟୁ ଘେରିଯାଇ ଚୋର କୁ ଧରି ପୋଲିସ ର ଜିମା ଦେଇଛନ୍ତି I

Leave a Reply

Your email address will not be published. Required fields are marked *