ପ୍ରେମିକା ପାଇଁ ଧରାପଡିଗଲା କୁଖ୍ୟାତ ଅପରାଧୀ : ସାକ୍ଷାତ କରିବା ହେଲା କାଳ

ପ୍ରେମ ଅନ୍ଧ ,ପ୍ରେମରେ ଥରେ ପଡିଲେ ମଣିଷ ସବୁକିଛି ଭୁଲିଯାଏ ,ଏପରିକି ପ୍ରେମ ପାଇଁ ମଣିଷ କିଛି ବି କରିପାରେ ,କିନ୍ତୁ ପ୍ରେମ ପାଇଁ ଯେ ଜଣେ ଅପରାଧୀ ଗିରଫ ହେବ ଏକଥା କଣ ସେ ଜାଣିଥିଲା I ଘଟଣାଟି ରାୟଗଡ଼ା ଜିଲା ମୁନିଗୁଡ଼ା ଅଂଚଳ ର I ଯୁବକ ଙ୍କ ନାମ ଉଗ୍ରସେନ ବାଗ୍‌ I ଜଣେ କୁଖ୍ୟାତ ଅପରାଧୀ ଭାବରେ ସେ ଜଣାଶୁଣା I ତାଙ୍କ ନାମରେ ପୂର୍ବରୁ ବିଭିର୍ଣ୍ଣ ଅପରାଧିକ ମାମଲା ୠଜୁହେଇଥିବାବେଳେ ପୋଲିସ ଧରିପାରୁନଥିଲା I କିନ୍ତୁ ଉଗ୍ରସେନ ଙ୍କର ଜଣେ ଯୁବତୀ ଙ୍କ ସହିତ ପ୍ରେମ ହେଇଯାଇଥିଲା ଏବଂ ପପ୍ରେମିକା କୁ ଭେଟିବାକୁ ସେ ଗାଁ କୁ ଆସିଥିବା ବେଳେ କୌଣସି ସୂତ୍ର ରୁ ପୋଲିସ ଖବର ପାଇ ଉଗ୍ରସେନ ଙ୍କୁ ଗିରଫ କରିବାରେ ସଫଳ ହେଇଚି I

Leave a Reply

Your email address will not be published. Required fields are marked *