ପୁଣି ଜଙ୍ଗଲ ଭିତରୁ ଧରାପଡ଼ିଲେ ପ୍ରେମୀ ଯୁଗଳ ,ପାଠ ପଢିବାକୁ ଯାଇ କଲେଜ ଛାତ୍ରୀ କରୁଥିଲେ ଏଇ କାମ

କେନ୍ଦୁଝର ରେ ପୁଣି ଏକ ଅଘଟଣ ଘଟିଛି I ପ୍ରାପ୍ତ ସୂଚନା ଅନୁଯାଇ ଘଟଗାଁ ଠାରୁ 10 କିଲୋମିଟର ଦୂର ମେଲାଣ ଜଙ୍ଗଲରରୁ ଏକ ପ୍ରେମୀ ଯୁଗଳ ଙ୍କୁ ସ୍ଥାନୀୟ ଲୋକ ଅଟକ ରଖି ଥିଲେ Iଯୁବତୀ ଜଣଙ୍କ କଲେଜ ପୋଷାକ ରେ ଥିଲେ I ଯୁବକ ଜଣଙ୍କ ଏହାକୁ ସ୍ଥାନୀୟ ଲୋକଙ୍କ ସହିତ ଝଗଡା କରିବା ପରେ କିଛି ଲୋକ ଏହାର ଭିଡିଓ ଉତ୍ତୋଳନ କରିଥିଲେ ଏବଂ ନିକଟସ୍ଥ ଥାନାକୁ ଖବର କରିଥିଲେ I ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଂଚି ପ୍ରେମୀ ଯୁଗଳ ଙ୍କୁ ଉଦ୍ଧାର କରିଥିଲେ I

ତେବେ ଯୁବତୀ ଜଣଙ୍କ କଲେଜ ରେ ପାଠ ପଢ଼ୁଥିବା ବେଳେ ଯୁବକ ଜଣଙ୍କ ବିଷୟରେ ସମ୍ପୂର୍ଣ୍ଣ ଖବର ଜଣାପଡିନାହିଁ I ଯୁବକ ଙ୍କ ପାଖରୁ ବହୁ ଆପତ୍ତିଜନକ ସାମଗ୍ରୀ ମିଳିଥିଲା I ଉଭୟ ନିଛାଟିଆ ଜାଗା ଦେଖି ଶାରୀରିକ ସମ୍ପର୍କ ପାଇଁ ଯାଇଥିବା ପ୍ରାଥମିକ ପର୍ଯାୟରୁ ଜଣାପଡିଛି I

ଉଭୟଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରଲ କରାଯାଇଛି ଏନେଇ ଥାନାରେ ଅଭିଯୋଗ ପରେ ତଦନ୍ତ ଜାରି ରହିଛି I ସୂଚନା ଥାଉ କି କିଛିଦିନ ପୂର୍ବରୁ ମଧ୍ୟ କେନ୍ଦୁଝର ର ଜଙ୍ଗଲ ରୁ ଆପତ୍ତିଜନକ ଭାବେ ଥିବା ଅନ୍ୟ ଏକ ପ୍ରେମୀ ଯୁଗଳ ଙ୍କର ଭିଡିଓ ଭାଇରଲ କରାଯାଇଥିଲା I ଏହା ନିୟମିତ ଘଟୁଥିଲେ ମଧ୍ୟ ଯୁବକ ଯୁବତୀ ମାନେ ସଚେତନ ନହେବାରୁ ଏଭଳି ଘଟଣା ଘଟିବାରେ ଲାଗିଛି I

Leave a Reply

Your email address will not be published. Required fields are marked *