ଚୋରି କରିବାକୁ ଘରେ ପଶିଥିଲେ ,ନାବାଳିକା ଝିଅ କୁ ଦେଖି ଟେକି ନେଇ ଗଣଧର୍ଷଣ କଲେ

ବ୍ରହ୍ମପୁରରେ ଘଟିଛି ଏକ ଲୋମହର୍ଷଣକାରି ଘଟଣା I ଜୈନକ ବ୍ୟକ୍ତି ଙ୍କ ଘରେ ଚୋରି କରିବାକୁ ପଶିଥିବା କିଛି ଦୁର୍ବୁର୍ତ ଘରେ ସୋଇଥିବା ନାବାଳିକା ଉପରେ ଲୋଲୁପ ଦୃଷ୍ଟି ପଡିଥିଲା I ଦୁର୍ବୁର୍ତ ମାନେ ଚୋରି କରିବା ଛାଡି ୮ ବର୍ଷର ନାବାଳିକାକୁ ଘରୁ ଟେକି ନେଇଥିଲେ ନିକଟସ୍ତ ଜଙ୍ଗଲ କୁ I ଦୁର୍ବୁର୍ତ ଙ୍କ ମଧ୍ୟରେ 3ଜଣ ସାମିଲ ଥିଲେ I ତିନିଜଣ ଯାକ ରାତିସାରା ନାବାଳିକା ଝିଅକୁ ବଳାତ୍କାର କରି ଜଙ୍ଗଲ ରେ ଫିଙ୍ଗି ଦେଇ ଚାଲିଯାଇଛନ୍ତି I

ସକାଳୁ ଘଟଣା ସମ୍ପର୍କ ରେ ପରିବାର ଲୋକ ଜାଣିବା ପରେ ନିକଟସ୍ତ ଥାନା ପୋଲସରା ବାଲିଛାଇ ଫାଣ୍ଡି ରେ ଲିଖିତ ଅଭିଯୋଗ କରିଛନ୍ତି I ଗୁରୁତର ଝିଅକୁ ବ୍ରହ୍ମପୁର ଏମକେସିଜି ରେ ଚିକିତ୍ସା କରାଯାଉଛି I ପୋଲିସ ଘଟଣାର ତଦନ୍ତ ଜାରି ରଖିଛି I

Leave a Reply

Your email address will not be published. Required fields are marked *