ରାତି ଅଧରେ ଆଖୁ ବିଲରେ ପ୍ରେମିକ ସହିତ ଚୋରାପିରତି କରୁଥିଲା ସ୍ତ୍ରୀ ,ହଠାତ ପହଁଚିଗଲା ସ୍ୱାମୀ ଆଉ ତାପରେ ….

ସ୍ୱାମୀ ସୋଇଥିଲା ଘରେ ଆଉ ସ୍ତ୍ରୀ ଚାଲିଯାଇଥିଲା ନିଜ ପ୍ରେମିକ ସହିତ ବିଲକୁ I ଟିକିଏ ସମୟ ପାଇଲେ ପ୍ରେମିକ ସହିତ ଚୋରାପିରତିରେ ନିଜ ପ୍ରେମକୁ ସାକାର କରିବାକୁ I କିନ୍ତୁ ବେଳା ଭଲ ନଥିଲା ସ୍ତ୍ରୀ ର ,ଯେଉଁଠି ଚୋରାପିରତି କରୁଥିଲା ସ୍ତ୍ରୀ ସେଠାରେ ପହଁଞ୍ଚି ଯାଇଥିଲେ ସ୍ୱାମୀ ଅଚାନକ I

I ନିଜ ସ୍ୱାମୀ କୁ ଦେଖିବା ପରେ କଣ କରିବ ଭାବିପାରିନଥିଲା ସ୍ତ୍ରୀ ଦୌଡ଼ି ଯାଇଥିଲା ବାହାରକୁ I ତେବେ ପ୍ରେମିକ ଏବଂ ସ୍ୱାମୀ ମଧ୍ୟରେ ମାଡଗୋଳ ହେଇଥିଲା ,କିଛିସମୟ ପରେ ନିକଟସ୍ଥ ଜଙ୍ଗଲ ରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ସ୍ତ୍ରୀର ଶବ I ଏନେଇ ସ୍ତ୍ରୀ ର ବାପଘର ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଚୋରାପିରତି ଧରା ପଡିଯିବା ପରେ ସ୍ୱାମୀ ମାରି ଝୁଲାଇ ଦେଇଛି I ଅପରପକ୍ଷରେ ସ୍ୱାମୀ କହିଛି ଯେ ଆପତ୍ତି ଜନକ ଅବସ୍ଥାରେ ଧରାପଡିଯିବା ପରେ ସ୍ତ୍ରୀ ଆତ୍ମହତ୍ୟା କରିଛି I ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ ଜାରି ରଖିଛି Iଘଟଣାଟି ଜୟପୁର ଅନ୍ତର୍ଗତ ରାଜାପୁର ଥାନା ରେ

Leave a Reply

Your email address will not be published. Required fields are marked *