ପଞ୍ଚମ ଶ୍ରେଣୀ ର ଛାତ୍ର ପ୍ରେମରେ ପଡି ନାବାଳିକା ଛାତ୍ରୀ ଜନ୍ମ ଦେଲା ସନ୍ତାନ

ପ୍ରେମ କେତେବେଳେ କାହାକୁ କେମିତି ହେଇଯାଏ ତାହା କହିବା ମୁସ୍କିଲ I ବେଳେବେଳେ କିଶୋରାଵସ୍ଥା ରେ ମଧ୍ୟ ପ୍ରେମ ହେଇଯାଇଥାଏ I କିନ୍ତୁ ଏହି ପ୍ରେମ ପାଇଁ ଯେ ଜଣେ ନାବାଳିକା ମା ସାଜିବ ତାହା ସମସ୍ତଙ୍କ କଳ୍ପନା ବାହାରେ I ଏମିତି ଏକ ଘଟଣା ଏବେ ଜୋରରେ ଚର୍ଚ୍ଚା ଧରିଛି I ସୂଚନା ଅନୁଯାଇ ଘଟଣାଟି ନେପାଳର I ଧଡ଼ିଙ୍ଗ୍‌ ଜିଲ୍ଲାର ଏକ ବିଦ୍ୟାଳୟ ରେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥିବା ଦୁଇ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପ୍ରେମ ହେଇଯାଇଥିଲା I ନାବାଳକ କୁ ୧୩ବର୍ଷ ହେଇଥିବା ବେଳେ ନାବାଳିକା କୁ ୧୪ବର୍ଷ I

ତେବେ ଉଭୟ ଙ୍କ ପ୍ରେମ ପରେ ପାପ ସମ୍ପର୍କ ଆଡକୁ ଗତି କରିଥିଲା I ନାବାଳିକା ଜଣଙ୍କ ଗର୍ଭବତୀ ହେଇଥିଲା I ଖବର ସଂକ୍ରାନ୍ତ ରେ କେହି ଜାଣିପାରିନଥିଲେ I ପରେ ନାବାଳିକା ଜଣଙ୍କ ଏକ ସନ୍ତାନ ଜନ୍ମ ଦେବା ପରେ ଘଟଣା ସବୁଆଡେ ଚର୍ଚ୍ଚା ହେବାରେ ଲାଗିଛି I

Leave a Reply

Your email address will not be published. Required fields are marked *