ସବୁ ରେକର୍ଡ ଭାଙ୍ଗିଦେଲେ କୋହଲି ,ବିଶ୍ୱର ବିରଳ ରେକର୍ଡ କୋହଲିଙ୍କ ନାମରେ ପଛରେ ପଡିଗଲେ ସଚିନ୍ ଓ ଲାରା

ସରିଛି ସବୁ ପ୍ରତୀକ୍ଷା ର ଅନ୍ତ ,ଶେଷରେ ବିଶ୍ୱର ବିରଳ ରେକର୍ଡ କୁ ନିଜ ନାମରେ କରିଦେଇଛନ୍ତି ଭାରତୀୟ ଯୁବ ଅଧିନାୟକ ବିରାଟ କୋହଲି I ଆଉ ମାତ୍ର ୩୭ ରନ୍ ର ଅପେକ୍ଷା ଥିବାବେଳେ ଆଜିର ଅନ୍ତର୍ଜାତୀୟ ମ୍ୟାଚ ରେ ବର୍ତମାନ ସୁଦ୍ଧା କୋହଲି ନିଜର ଅର୍ଦ୍ଧଶତକ ହାସଲ କରିସାରିଲେଣି I ଏହାସହିତ ଅର୍ନ୍ତଜାତୀୟ କ୍ରିକେଟରେ ଦ୍ରୁତ ୨୦ ହଜାର କ୍ଲବରେ ନିଜ ନାମ ସାମିଲ କରି ଭାରତ ପାଇଁ ଆଉ ଏକ ଗର୍ବ ଆଣିଛନ୍ତି I ପୂର୍ବରୁ ସଚିନ ତେନ୍ଦୁଲକର ଓ ବ୍ରାଏନ ଲାରାଙ୍କ ନାମରେ ଏହି ରେକର୍ଡ ଥିଲା Iକିନ୍ତୁ କୋହଲି ମାତ୍ର ୪୧୭ ଇନିଂସରୁ 20ହଜାର ପୁରା କରି ସମସ୍ତ ରେକର୍ଡ ଭାଙ୍ଗିଦେଇଛନ୍ତି I

Leave a Reply

Your email address will not be published. Required fields are marked *