ସୁଟିଂ ସେଟ କୁ ଫେରିଲେ ବାବୁସାନ , ପ୍ଲାନ କରୁଛନ୍ତି କିଛି ଦମଦାର
କରୋନା ପରେ ସୁଟିଂ ସେଟ କୁ ଆଜି ଫେରିଲେ ବାବୁସାନ | ବିଗତ ତିନି ମାସ ଧରି ବାବୁସାନ କୋରିଓଗ୍ରାଫେର ଆକାଶ ଙ୍କ ସହ ମିଶି ହାର୍ଡକୋର ଡ୍ୟାନ୍ସ ଟ୍ରେନିଂ ରେ ବ୍ୟାସ୍ତ୍ର ଥିଲେ | ଆକାଶ ହେଉଛନ୍ତି ବିକାଶ ସ୍ୱାଇଁ ଙ୍କ ଜଣେ ବିଶ୍ୱସ୍ତ ଆଶ୍ସୋସିଆଟିଏ | ଯଦି ଆପଣ ବିକ୍ରମ ଙ୍କୁ ଜାଣି ଯଂହାନ୍ତି ତାହେଲେ ଆମେ ଜଣେଇ ଦେବାକୁ ଚାଁହୁଛୁ ଯେ ବିକାଶ ସ୍ୱାଇଁ ହେଉଛନ୍ତି ଟାଇଗର ସୋଏଫ ଙ୍କ ଡ୍ୟାନ୍ସ ଟ୍ରେନର … Read more ସୁଟିଂ ସେଟ କୁ ଫେରିଲେ ବାବୁସାନ , ପ୍ଲାନ କରୁଛନ୍ତି କିଛି ଦମଦାର