ଠକିଦେଲା ଠିକା କମ୍ପାନୀ ,କର୍ମଚାରୀ ଙ୍କ ଇପିଏଫ ଇଏସଆଇ ବାବଦ କୋଟିଏ ଟଙ୍କା ଆତ୍ମସାତ

ଠକିଦେଇ ଚାଲିଗଲା ଠିକା କମ୍ପାନୀ I ପୁରୀ ଏବଂ ବାଲୁଗାଁ ର ସବ ଷ୍ଟେସନ ରକ୍ଷଣାବେକ୍ଷଣ ଦାୟିତ୍ୱ ଜୁନ 2017 ରୁ ଓଡିଶା ଏନର୍ଜି ଡିଷ୍ଟ୍ରିବୁସନ କମ୍ପାନୀ ନାମକ ଏକ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ନେଇଥିବା ବେଳେ ଏହାର ପରିଚାଳନା ନିର୍ଦେଶକ ହେଉଛନ୍ତି କାର୍ଯ୍ୟରତ ଜଣେ ଲାଇନ ମ୍ୟାନ ଙ୍କ ପୁଅ I ଏହି କମ୍ପାନୀ ପିଲା ଙ୍କ ଇପିଏଫ ଏବଂ ଇଏସଆଇ ବାବଦ ଅର୍ଥ ହଡପ କରୁଥିବା ନେଇ ଅଭିଯୋଗ ଆସିବା ପରେ ଏନେଇ ଆମ … Read more ଠକିଦେଲା ଠିକା କମ୍ପାନୀ ,କର୍ମଚାରୀ ଙ୍କ ଇପିଏଫ ଇଏସଆଇ ବାବଦ କୋଟିଏ ଟଙ୍କା ଆତ୍ମସାତ

ସେସୁ କୁ ଟାଟା ପରେ ଏବେ OPGC ର 49% କିଣିଲା ଆଦାନି ପାୱାର ,ଖୁବ ଶୀଘ୍ର ନେସ୍କୋ ୱେସ୍କୋ ସାଉଥକୋ କୁ ନେଇପାରେ

ODISHA EXCLUSIVE ବ୍ୟୁରୋ :(ଗୋପାଳ ଚନ୍ଦ୍ର ) ନିକଟରେ ବିଦ୍ୟୁତ ବଣ୍ଟନ କମ୍ପାନୀ ସେସୁ କୁ ଟାଟା ପାୱାର ଅଧିଗ୍ରହଣ କରିଥିବା ବେଳେ ଏବେ ଓପିଜିସି ରେ ଆମେରିକା ଭିତିକ ଏଇଏସ ର ଥିବା 49% ଅଂଶଧନ କୁ କିଣି ନେଇଛି ଆଦାନି ପାୱାର I ରାଜ୍ୟ ସରକାର ଙ୍କ 51% ଅଂଶଧନ ରହିଛି I ସେସୁ ର ଘରୋଇକରଣ ପରେ ଆଦାନି ଅନ୍ୟ ତିନୋଟି କମ୍ପାନୀ ଯଥା ନେସ୍କୋ ୱେସ୍କୋ ସାଉଥ କୋ ଉପରେ ନଜର … Read more ସେସୁ କୁ ଟାଟା ପରେ ଏବେ OPGC ର 49% କିଣିଲା ଆଦାନି ପାୱାର ,ଖୁବ ଶୀଘ୍ର ନେସ୍କୋ ୱେସ୍କୋ ସାଉଥକୋ କୁ ନେଇପାରେ

ସେସୁ ପରେ ନେସ୍କୋ ୱେସ୍କୋ ସାଉଥକୋ ହେବ ଘରୋଇକରଣ,ଦୌଡ ରେ ଅଛନ୍ତି ଟାଟା ପାୱାର, ଆଦାନୀ ଗ୍ରୁପ୍, ଏବଂ CESC

ସେସୁ ର ଘରୋଇକରଣ ଉଦ୍ୟମ ରେ ଟାଟା ପାୱାର ପାଇଁ ଅଧିଗ୍ରହଣ କରିନେଇଥିବା ବେଳେ ଏବେ ନେସ୍କୋ ୱେସ୍କୋ ସାଉଥକୋ ର ମଧ୍ୟ ଘରୋଇକରଣ ହେବାକୁ ଯାଉଛି ଇପୂର୍ବରୁ`I ପୂର୍ବରୁ ଟେଣ୍ଡର ପାଇଁ ଆବେଦନ ହେଇସାରିଥିବା ବେଳେ କିଛିଦିନ ତଳେ ଟାଟା ସିଇଓ ଓଡିଶା ଡ଼ିସକମ ଉପରେ ନଜର ପକାଇଥିଲେ ଏବଂ ଆଗାମୀ ଦିନରେ ଟାଟା ଅଧିଗ୍ରହଣ କରିବ ବୋଲି ସବୁଜ ସଂକେତ ଦେଇଥିଲେ କିନ୍ତୁ ଏବେ ମୈଦାନ କୁ ଓଲ୍ହାଇଛନ୍ତି ଆହୁରି ଦୁଇ ଦୁଇଟି କମ୍ପାନୀ … Read more ସେସୁ ପରେ ନେସ୍କୋ ୱେସ୍କୋ ସାଉଥକୋ ହେବ ଘରୋଇକରଣ,ଦୌଡ ରେ ଅଛନ୍ତି ଟାଟା ପାୱାର, ଆଦାନୀ ଗ୍ରୁପ୍, ଏବଂ CESC

ସେସୁ ରେ ଠିକା କମ୍ପାନୀ OEDC ର ମନମାନୀ ,କର୍ତ୍ତୃପକ୍ଷ ଚୁପ ,ମାସ ମାସ ଧରି ଇପିଏଫ ବାନ୍ଧୁନି କମ୍ପାନୀ

ଆସନ୍ତା ଜୁନ 1 ତାରିଖ ରୁ ସେସୁ କୁ ଅଧିଗ୍ରହଣ କରିନେଉଛି ଟାଟା I ତେବେ ଏହାଭିତରେ ଶ୍ରମିକ ମାନଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଯାଇଥିବା ବେଳେ ବିଶେଷ କରି ସେସୁ ରେ ଠିକା ନେଇଥିବା ଠିକା କମ୍ପାନୀ ଓ଼ଇଡ଼ିସି ର ଘୋଟାଲା ପରେ ଶ୍ରମିକ ମାନେ ନିଜ ଭବିଷ୍ୟତ କୁ ନେଇ ଅନ୍ଧାର ରେ ଅଛନ୍ତି I ବର୍ତମାନ COVID-19 ମହାମାରୀ କରୋନା ସମୟରେ କେନ୍ଦ୍ର ସରକାର କର୍ମଚାରୀ ମାନଙ୍କର ଇପିଏଫ ଡିପୋଜିଟ କରିବାକୁ ଘୋଷଣା … Read more ସେସୁ ରେ ଠିକା କମ୍ପାନୀ OEDC ର ମନମାନୀ ,କର୍ତ୍ତୃପକ୍ଷ ଚୁପ ,ମାସ ମାସ ଧରି ଇପିଏଫ ବାନ୍ଧୁନି କମ୍ପାନୀ

ବିଦ୍ୟୁତ କର୍ମଚାରୀ ଙ୍କ ନିଆରା ପ୍ରୟାସ ,କରୋନା ପାଇଁ ଆରମ୍ଭ କରିଛନ୍ତି ସାନିଟାଇଜର ରୁମ୍

ସମ୍ପ୍ରତି କରୋନା ତାଣ୍ଡବ କୁ ପ୍ରତିରୋଧ କରିବାକୁ ଏକମାତ୍ର ଉପାୟ ଏକାନ୍ତଵାସ ହେଇଥିବା ବେଳେ ଆବଶ୍ୟକ ସ୍ଥଳେ ବାହାରକୁ ଆସିବାକୁ ପଡୁଛି ,ସେଥିପାଇଁ ସରକାର ଙ୍କ ପକ୍ଷରୁ ମଧ୍ୟ ସଚେତନତା କରାଯାଉଛି ଯେ ଭଲଭାବରେ ସାନିଟାଇଜର ରେ ହାତ ଧୁଅନ୍ତୁ କିନ୍ତୁ ବର୍ତମାନ ବଜାର ରେ ସାନିଟାଇଜର ର ଅଭାବ ରହିଥିବା ବେଳେ ଏହି ସମସ୍ୟା କୁ ଦୂର କରିବା ସହିତ କିଭଳି ସାଧାରଣ ଲୋକଙ୍କୁ ଅତି ସହଜରେ ବିଶୋଧନ କରାଇପାରିବେ ଏନେଇ ନିଆରା ପ୍ରୟାସ ଆରମ୍ଭ … Read more ବିଦ୍ୟୁତ କର୍ମଚାରୀ ଙ୍କ ନିଆରା ପ୍ରୟାସ ,କରୋନା ପାଇଁ ଆରମ୍ଭ କରିଛନ୍ତି ସାନିଟାଇଜର ରୁମ୍

ଆଜି ଆର୍ଥ ଆୱାର ପୃଥିବୀ ପାଇଁ ଏକ ଘଣ୍ଟା ବିଦ୍ୟୁତ୍ ବନ୍ଦ

ବର୍ତ୍ତମାନ ପୃଥିବୀ ଏକ ସଙ୍କଟ ପରିସ୍ଥିତି ଦେଇ ଅଣାୟତ୍ତ ଭାବରେ ଆଗକୁ ଚାଲୁଛି ।କରୋନାର କରାଳ ଗ୍ରସରେ ଆଜି ପ୍ରତ୍ୟେକ ମୂହୁର୍ତ୍ତ ଆଶା ଓ ଆଶଙ୍କାରେ ବିତୁଛି ।ସମଗ୍ର ବିଶ୍ୱବାସୀ ସତର୍କତା ମୂଳକ ପ୍ରତିଷେଧକ ବ୍ୟବସ୍ଥାକୁ ଆପଣେଇ ନିଜ ନିଜ ଗୃହ ଭିତରେ ବନ୍ଦ ଜୀବନ ବିତାଉଛନ୍ତି । ଫଳରେ କଳକାରଖାନା, ଯାନବାହାନ, ନିୟମିତ ଭାବେ ଉଡ଼ାଣ କରୁଥିବା ବିମାନ, ରେଳସେବା ସମ୍ପୂର୍ଣ୍ଣ ଭାବରେ ବନ୍ଦ ଅଛି । ତେଣୁ ପୃଥିବୀ ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ଗୋଟିଏ … Read more ଆଜି ଆର୍ଥ ଆୱାର ପୃଥିବୀ ପାଇଁ ଏକ ଘଣ୍ଟା ବିଦ୍ୟୁତ୍ ବନ୍ଦ

ଆକସ୍ମିକ ବିଦ୍ୟୁତ ଦୁର୍ଘଟଣା ରୁ କିଭଳି ନିଜକୁ ସୁରକ୍ଷିତ ରଖିବେ ,ପଢନ୍ତୁ ଏବଂ ସଚେତନ ହୁଅନ୍ତୁ

ଢେଙ୍କାନାଳ ର ହାତୀ ମୃତ୍ୟୁ ହେଉ କି ରଙ୍ଗେଈଲୁଣ୍ଡା ର ଦୁଖଦଃ ବସ ରେ ବିଦ୍ୟୁତ ଆଘାତ ଦ୍ୱାରା 12ଜଣ ଙ୍କ ମୃତ୍ୟୁ ,ଏମିତି କିଛିଦିନ ଅନ୍ତ ଳାଳ ରେ ବିଦ୍ୟୁତ ଜନିତ ଦୁର୍ଘଟଣା ଦେଖିବାକୁ ମିଳୁଛି,ଯାହା କି ସାରା ରାଜ୍ୟ କୁ ସ୍ତବ୍ଧ କରିଦେଉଛି , ତେବେ ଦୁର୍ଘଟଣାର ନିର୍ଦ୍ଦିଷ୍ଟ ସମୟ ସୀମା ନାହିଁ କିନ୍ତୁ ଟିକିଏ ସଚେତନତା ହେଲେ କିଛି ସମୟ ଭିତରେ ଆମେ ସୁରକ୍ଷିତ ହୋଇପାରିବା i ଏହାକୁ ନେଇ ବିଦ୍ୟୁତ କର୍ମଚାରୀ … Read more ଆକସ୍ମିକ ବିଦ୍ୟୁତ ଦୁର୍ଘଟଣା ରୁ କିଭଳି ନିଜକୁ ସୁରକ୍ଷିତ ରଖିବେ ,ପଢନ୍ତୁ ଏବଂ ସଚେତନ ହୁଅନ୍ତୁ

ବିଦ୍ୟୁତସେବା ବିକାଶର ମାପଦଣ୍ଡ ;ସ୍ୱତନ୍ତ୍ର ଉପସ୍ଥାପନା

electricity service is the yardstik of development

ବିଦ୍ୟୁତ ଏକ ଜରୁରୀକାଳୀନ ସେବା ଅଟେ I ବିଦ୍ୟୁତ ବିନା ଜୀବନ ବଂଚିବା ଅସମ୍ଭବ I ଗତ ଫଣୀ ବାତ୍ୟା ସମୟରେ ବିଦ୍ୟୁତ ବିନା ମଣିଷର ଜୀବନ କିପରି ଦୁର୍ବିସହ ହୋଇପଡେ ତାହା ଓଡିଶାବାସି ବାତ୍ୟା ଗଲାପରେ ଭଲ ଭାବରେ ହୃଦୟଙ୍ଗମ କରିଛନ୍ତି I ଓଡିଶା ରାଜ୍ୟ ଓ ଜନଗଣଙ୍କର ବିକାଶ, ଜାତୀୟ ହାରାହାରି ବିକାଶ ଅନୁପାତରେ ତ୍ୱରାନ୍ୱିତ କରିବାକୁ ହେଲେ ବିଦ୍ୟୁତ କ୍ଷେତ୍ରକୁ ପ୍ରାଥମିକତା ଦେଇ ବିକାଶ କରିବା ଅପରିହାର୍ଯ୍ୟ ଅଟେ I ବିଦ୍ୟୁତସେବା ବିକାଶର … Read more ବିଦ୍ୟୁତସେବା ବିକାଶର ମାପଦଣ୍ଡ ;ସ୍ୱତନ୍ତ୍ର ଉପସ୍ଥାପନା

ଠିକାଦାର ସେସୁ କର୍ତ୍ତୃପକ୍ଷ ଙ୍କ ମଧୁଚନ୍ଦ୍ରିକା – ଠିକା କର୍ମଚାରୀ ଙ୍କୁ ଜୁଲମ, କର୍ମଚାରୀ ଙ୍କୁ ମିଳୁନି ଛୁଟି,ESI

ସେସୁ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୁଣି ସାମ୍ନା କୁ ଆସିଛି ଆଉ ଏକ ବଡ ଖବର I ସେସୁ କର୍ତ୍ତୃପକ୍ଷ ଏବଂ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ବଳି ପଡୁଛନ୍ତି ନିରୀହ କର୍ମଚାରୀ I ସେସୁ ବାଲୁଗାଁ ଡିଭିଜନ ର ସବ ଷ୍ଟେସନ ରକ୍ଷଣାବେକ୍ଷଣ ଦାୟିତ୍ୱ 2017 ରୁ ବାର୍ଷିକ ପାଇଁ ଓଡିଶା ଏନର୍ଜି ଡିଷ୍ଟ୍ରିବୁସନ କମ୍ପାନୀ ନାମକ ଏକ ପ୍ରାଇଭେଟ ଲିମିଟେଡ଼ କମ୍ପାନୀ ଠିକା ନେଇଥିଲେ ମଧ୍ୟ ଠିକା କମ୍ପାନୀ … Read more ଠିକାଦାର ସେସୁ କର୍ତ୍ତୃପକ୍ଷ ଙ୍କ ମଧୁଚନ୍ଦ୍ରିକା – ଠିକା କର୍ମଚାରୀ ଙ୍କୁ ଜୁଲମ, କର୍ମଚାରୀ ଙ୍କୁ ମିଳୁନି ଛୁଟି,ESI

90ହଜାର ବାକି ରଖିଥିଲେ ଲାଇନ କାଟିଦେବାରୁ ଜେଇ ଙ୍କୁ ନିର୍ଘାତ ପିଟିଲେ , ପୋଲିସ ଶୁଣୁନି

ସେସୁ ରେ ଜୋରଦାର ଚାଲିଛି ଉପଭୋକ୍ତା ଙ୍କ ବକେୟା ଆଦାୟ I ବାକି ରଖିଥିବା ଉପଭୋକ୍ତା ଙ୍କୁ ମାଫ କରାଯିବନି ବୋଲି ରୋକଠୋକ ଶୁଣାଇଦେବାପରେ ଜାନୁଆରୀ 16ତାରିଖ ରୁ ବକେୟା ଆଦାୟ ହେଉଛି I ତେବେ ପୁରୀ ରେ ଦେଖିବାକୁ ମିଳିଛି ଏକ ଘଟଣା ଯେଉଁଥିରେ କି ବାକି ରଖିଥିବା ଜଣେ ଉପଭୋକ୍ତା କନିଷ୍ଠ ଯନ୍ତ୍ରୀ ଙ୍କୁ ବାଡେଇ ଲହୁଲୁହାଣ କରିଦେଇଛନ୍ତି ଅଭିଯୋଗ ପରେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି I ଏପଟେ ସିଇଓ ବୋଥ୍ରା … Read more 90ହଜାର ବାକି ରଖିଥିଲେ ଲାଇନ କାଟିଦେବାରୁ ଜେଇ ଙ୍କୁ ନିର୍ଘାତ ପିଟିଲେ , ପୋଲିସ ଶୁଣୁନି