ବାଲେଶ୍ୱର ଉପ ନିର୍ବାଚନରେ ବିଜେଡି ବିଜେପି ଉପରେ ଭାରି ପଡିଲେଣି ବେଣୁ ମଉସା
କାଲି ଯାଏଁ ସେ ଥିଲେ ଅଚିନ୍ହା ଅଜଣା I ଆଜି କିନ୍ତୁ କେବଳ ବାଲେଶ୍ୱର ନୁହେଁ ସାରା ଓଡ଼ିଶାରେ ସେ ଚର୍ଚିତ I ଏପରିକି ବାଲେଶ୍ୱର ସଦର ଉପ ନିର୍ବାଚନରେ ବିଜେଡି ପ୍ରାଥୀ ସ୍ୱରୂପ ,ବିଜେପି ପ୍ରାଥୀ ମାନସ ଙ୍କ ଠାରୁ ଢେର ଆଗରେ ଚର୍ଚାରେ ଅଛନ୍ତି 91 ବର୍ଷୀୟ ବୟସ୍କ ପ୍ରାଥୀ ବେଣୁଧର ବାରିକ I ବୃତ୍ତିରେ ବାରିକ ହେଇଥିଲେ ମଧ୍ୟ ରାଜନୀତି ମୈଦାନରେ ଓଲ୍ହାଇଛନ୍ତି ବେଣୁଧର I କେବଳ ଯେ କୋଟି କୋଟି ଟଙ୍କା … Read more ବାଲେଶ୍ୱର ଉପ ନିର୍ବାଚନରେ ବିଜେଡି ବିଜେପି ଉପରେ ଭାରି ପଡିଲେଣି ବେଣୁ ମଉସା