ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ନାଉପଡା ଅଂଚଳରେ ନାଉପଡା youth social organization ସଦସ୍ୟ ମାନଙ୍କର ଅଭିନବ ପ୍ରୟାସ.
ସାରା ବିଶ୍ୱ ଏବେ କରୋନା ଜାଲ ରେ ଫଶି ରହିଥିବା ବେଳେ… ଆଜି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ନାଉପଡା ଅଂଚଳରେ ନାଉପଡା youth social organization ସଦସ୍ୟ ମାନଙ୍କ ତରଫରୁ ତାଲାବନ୍ଦ ସମୟରେ ବିଜୁଛାତ୍ର ଜନତା ଦଳର ଭୁବନେଶ୍ୱର ଜୋନ୍ ଉପସଭାପତି ତଥା ଯୁବ ପ୍ରତିଭା ଅରୂପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷାରା ବିକାଶ ନିମନ୍ତେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଉପକରଣ ବଣ୍ଟନ କରାଯାଇଛି I ସାମାଜିକ … Read more ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ନାଉପଡା ଅଂଚଳରେ ନାଉପଡା youth social organization ସଦସ୍ୟ ମାନଙ୍କର ଅଭିନବ ପ୍ରୟାସ.