ପ୍ରେମ ଦିବସ ରେ ଦେଶ ପାଇଁ ସହିଦ ହେଇଥିଲେ ମନୋଜ ,ବୋହୁ ସବୁ ଟଙ୍କା ନେଇ ପଳାଇଥିବା ଅଭିଯୋଗ
ପ୍ରେମ ଦିବସ ରେ ଚାଲିଯାଇଥିଲେ 42ଜଣ ବୀର ଯବାନ I ଜମ୍ମୁ କାଶ୍ମୀରର ପୁଲଓ୍ଵାମା ଆକ୍ରମଣ ରେ ସହିଦ ହୋଇଥିବା ଯବାନ ଙ୍କ ଭିତରେ ଓଡ଼ିଆ ଯବାନ ମନୋଜ କୁମାର ବେହେରା ମଧ୍ୟ ସାମିଲ ଥିଲେ I ସାରା ଦେଶ ତାଙ୍କ ପାଇଁ ଗର୍ବିତ ଅନୁଭବ କରିଥିଲା I ମନୋଜ ଙ୍କ ସହିଦ ପରେ ତାଙ୍କ ପରିବାର ଲୋକଙ୍କୁ ସବୁ ମହଲ ରୁ ସମବେଦନା ଅଜାଡି ହେଇପଡିଥିଲା I ସରକାର ଙ୍କ ପକ୍ଷରୁ ମଧ୍ୟ ଆର୍ଥିକ ସହାୟତା … Read more ପ୍ରେମ ଦିବସ ରେ ଦେଶ ପାଇଁ ସହିଦ ହେଇଥିଲେ ମନୋଜ ,ବୋହୁ ସବୁ ଟଙ୍କା ନେଇ ପଳାଇଥିବା ଅଭିଯୋଗ