ପୁଣି ଇଂରାଜୀ ପ୍ରଶ୍ନ ପତ୍ର ଲିକ୍… WhatsApp ରେ  ହେଲା  ଭାଇରାଲ

ପରୀକ୍ଷାର ୨ୟ ଦିନରେ ପୁଣି ଥରେ  ଇଂରାଜୀ ପ୍ରଶ୍ନପତ୍ର ହ୍ୱାଟ୍‌ସଆପ୍‌ରେ  ହେଲା ଭାଇରାଲ, ସୂଚନା ଥାଉ କି ପ୍ରଥମ ଦିନରେ ବି ସାହିତ୍ୟ ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ଏବଂ  ଭାଇରଲ ହେଇଥିଲା ପ୍ରଶ୍ନପତ୍ର ର ଅସଲି ପ୍ରଶ୍ନପତ୍ର ସହିତ ମେଳ ଖାଇଥିଲେ …

ପୁଣି ଇଂରାଜୀ ପ୍ରଶ୍ନ ପତ୍ର ଲିକ୍… WhatsApp ରେ  ହେଲା  ଭାଇରାଲ Read More

ମାର୍ଚ୍ଚ ରେ  ଅସ୍ତବ୍ୟସ୍ତ କରିବ ତାତି

ଏବେଠୁ ଅସହ୍ୟ ହେଲାଣି ତାତି, ଗ୍ରୀଷ୍ମ ପ୍ରଭାବ ରେ ଡହ ଡହ ଖରାରେ ଅସ୍ତ ବ୍ୟସ୍ତ ହେଇପଡିଲାଣି ସାରା ଓଡିଶା   I ବର୍ତମାନ ସୁଦ୍ଧା  ୩୮ ଡିଗ୍ରୀ ତାପମାତ୍ରା ଛୁଇଁଲାଣି ପାରଦ  ଭୁବନେଶ୍ୱର, ବାଲେଶ୍ୱର, ଅନୁଗୁଳ, ସୋନପୁର, କଟକ, ଢ଼େଙ୍କାନାଳ, …

ମାର୍ଚ୍ଚ ରେ  ଅସ୍ତବ୍ୟସ୍ତ କରିବ ତାତି Read More

ଧାରଣା ଦେଲେ  ଓଏସ୍‌ଆରଟିସି କର୍ମଚାରୀ ଆଜିଠାରୁ ତିନିଦିନ ବନ୍ଦ ରହିବ  ସରକାରୀ ବସ୍‌ ସେବା

ସ୍ଥାୟୀ ନିଯୁକ୍ତି ତଥା ମହଙ୍ଗା ଭତ୍ତା ଦାବିରେ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ଓଏସ୍‌ଆରଟିସିର କର୍ମଚାରୀମାନେ ଆଜିଠାରୁ  ରାଜ୍ୟବ୍ୟାପୀ ଧର୍ମଘଟ  ରେ ସାମିଲ ହେଇଥିବାରୁ  ଆଜି ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ବିଭାଗ (ଓଏସ୍‌ଆରଟିସି) ର …

ଧାରଣା ଦେଲେ  ଓଏସ୍‌ଆରଟିସି କର୍ମଚାରୀ ଆଜିଠାରୁ ତିନିଦିନ ବନ୍ଦ ରହିବ  ସରକାରୀ ବସ୍‌ ସେବା Read More

ବିଶ୍ୱାସ ନହେଲେ ବି ସତ : ୧୪ ବର୍ଷୀୟ  ବାଳକ 20 ଟି ଅଣ୍ଡା ଦେଲେ

କଣ  ଆଜ୍ଞା  କଥା ଶୁଣିଲା ପରେ ଆପଣଙ୍କର ବିଶ୍ୱାସ ହେଉନି ଟି ? କଥାଟି କିନ୍ତୁ ସମ୍ପୁର୍ଣ୍ଣ ସତ ଇଣ୍ଡୋନେସିଆର ଜଣେ ୧୪ ବର୍ଷୀୟ  ବାଳକ  ଦୁଇ ବର୍ଷରେ ୨୦ଟି ଅଣ୍ଡା  ଦେଇଛନ୍ତି । ବାଳକ ର ନାମ ଅକମାଲ ସେ …

ବିଶ୍ୱାସ ନହେଲେ ବି ସତ : ୧୪ ବର୍ଷୀୟ  ବାଳକ 20 ଟି ଅଣ୍ଡା ଦେଲେ Read More

ହୃଦଘାତରେ  ଚାଲିଗଲେ ଅଭିନେତ୍ରୀ ଶ୍ରୀଦେବୀ

ବଲିଉଡ ଅଭିନେତ୍ରୀ ଶ୍ରୀଦେବୀଙ୍କ ୫୪ ବର୍ଷ ବୟସରେ ହୃଦ୍‌ଘାତରେ  ପରଲୋକ ହେଇଯାଇଛି , ବିବାହ ଉତ୍ସବରେ ଯୋଗଦେବା ପାଇଁ  ଦୁବାଇ  ଯାଇଥିଲେ, ସାଥିରେ ସ୍ୱାମୀ ବୋନି କପୁର ଓ ଝିଅ ମଧ୍ୟ ଥିଲେ  I   ଘଟଣା ଶୁଣିବା ପରେ ସିନେ …

ହୃଦଘାତରେ  ଚାଲିଗଲେ ଅଭିନେତ୍ରୀ ଶ୍ରୀଦେବୀ Read More

ଶବ ସହିତ ଖେଳ ଖେଳିଲା କଟକ ମହାନଗର ନିଗମ ପ୍ରଶାସନ

କଟକ ଖାନନଗର ସ୍ମଶାନଘାଟରେ ଗତକାଲି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା I ଏସ ସି ବି ମେଡିକାଲରୁ ନିଜ ଝିଅ ମୃତ ଶରୀରକୁ ଦାହ କରିବାଲାଗି ଆସିଥିବା ଗରୀବ ଦମ୍ପତ୍ତିଙ୍କୁ ଗତକାଲି ବେଶ ହଟ୍ଟହଟା ହେବାକୁ ପଡିଛି I …

ଶବ ସହିତ ଖେଳ ଖେଳିଲା କଟକ ମହାନଗର ନିଗମ ପ୍ରଶାସନ Read More

ବାହାଘର ଗିଫ୍ଟ ରେ ବୋମା : ଗିଫ୍ଟ ଖୋଲୁ  ଖୋଲୁ ବୋମା ହେଲା ବିସ୍ପୋରଣ : ଚାଲିଗଲା ବର ଏବଂ ଆଈର ଜୀବନ : କନ୍ୟା ଗୁରୁତର

ବଲାଙ୍ଗୀର ପାଟଣାଗଡ଼ରେ ଘଟିଛି ଏକ  ଅବିଶ୍ୱାସନୀୟ ଘଟଣା I କିଛିଦିନତଳେ ବିବାହ କରିଥିବା  ସୌମ୍ୟ ରଞ୍ଜନ ସାହୁ ଏବଂ  ତାଙ୍କ ପତ୍ନୀ ରିମା ସାହୁଙ୍କୁ  ବିବାହ ଗିଫ୍ଟ ରେ ମିଳିଥିଲା ଏକ ବେନାମୀ ଉପହାର I ଆଜି ଉଭୟ ଗିଫ୍ଟ ଖୋଲୁଥିବା …

ବାହାଘର ଗିଫ୍ଟ ରେ ବୋମା : ଗିଫ୍ଟ ଖୋଲୁ  ଖୋଲୁ ବୋମା ହେଲା ବିସ୍ପୋରଣ : ଚାଲିଗଲା ବର ଏବଂ ଆଈର ଜୀବନ : କନ୍ୟା ଗୁରୁତର Read More

​ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ହ୍ବାଟସ୍‌ଆପ୍‌ରେ ଭାଇରାଲ

 ଆଜି ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ମାତୃଭାଷା  ପ୍ରଶ୍ନପତ୍ର ଲିକ୍‌ ନେଇ  ଚର୍ଚ୍ଚା  l  ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ, ମୋବାଇଲ ହ୍ବାଟସ୍‌ଆପ୍‌ରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ,କେନ୍ଦ୍ରାପଡ଼ାରେ ମୋବାଇଲ ହ୍ବାଟସ୍‌ଆପ୍‌ରେ ବୁଲୁଛି ପ୍ରଶ୍ନପତ୍ର,ପ୍ରଶ୍ନପତ୍ର ଅସଲି କି ନକଲି ଜଣାପଡ଼ି ନାହିଁ I 

​ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ହ୍ବାଟସ୍‌ଆପ୍‌ରେ ଭାଇରାଲ Read More

JEL ମାରି ଚୁଟି ଷ୍ଟାଇଲ କରି  ସ୍କୁଲ  ଆସିଥିଲେ ଛାତ୍ର : ଦିଦି ନିଜେ କଇଂଚିରେ କାଟିଦେଲେ

ପୁରୀ ରଘୁରାଜପୁର କପୋତେଶ୍ୱରୀ ସ୍କୁଲ ରେ ପିଲାମାନଙ୍କ ଚୁଟି କାଟି ବିବାଦ କୁ ଆସିଛନ୍ତି  ଖେଳ  ଶିକ୍ଷୟତ୍ରୀ  ଶ୍ୟାମାଲିନା ଦାସ I ଗତକାଲି କିଛି ପିଲାଙ୍କୁ ପିଲାମାନଙ୍କୁ ବାରମ୍ବାର କହିବା ସତ୍ୱେ ଚୁଟି କାଟି ଆସିନଥିଲେ ଏଇଥିରେ ଉତକ୍ଷିପ୍ତ ହୋଇ ନିଜେ …

JEL ମାରି ଚୁଟି ଷ୍ଟାଇଲ କରି  ସ୍କୁଲ  ଆସିଥିଲେ ଛାତ୍ର : ଦିଦି ନିଜେ କଇଂଚିରେ କାଟିଦେଲେ Read More

ଆରମ୍ଭ ହେଲା  ମାଟ୍ରିକ୍‌ ପରୀକ୍ଷା : କପି ରୋକିବାକୁ ଜୋରଦାର ଉଦ୍ୟମ

ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ  ହେଇଛି , ୬ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ  ମାଟ୍ରିକ   ପରୀକ୍ଷା ଦେବେ ।  କପି ରୋକିବାକୁ ପରୀକ୍ଷା କେନ୍ଦ୍ର ଏବଂ ନୋଡାଲ ସେଣ୍ଟରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି  କରାଯାଇଛି ।  ୬ଲକ୍ଷ …

ଆରମ୍ଭ ହେଲା  ମାଟ୍ରିକ୍‌ ପରୀକ୍ଷା : କପି ରୋକିବାକୁ ଜୋରଦାର ଉଦ୍ୟମ Read More