ଆଧାର କହିବ ଆପଣଙ୍କ ଚେହେରା :-ଆସୁଛି ନୁଆ ନିୟମ

ଆଧାର ପରିଚୟକୁ ନେଇ ସରକାର ଆଉ କେତେକ ନୂଆ ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛନ୍ତି । ଏହା ହେଉଛି ଫେସ୍‌ Detection ବା ମୁଖ ଚିହ୍ନଟ ବ୍ୟବସ୍ଥା  । କିଛିଦିନ ତଳେ ୟୁଆଇଡିଏଆଇ ପକ୍ଷରୁ ଭର୍ଚୁଆଲ ଆଇଡି ବ୍ୟବସ୍ଥା ଆରମ୍ଭ କରାଯିବା …

ଆଧାର କହିବ ଆପଣଙ୍କ ଚେହେରା :-ଆସୁଛି ନୁଆ ନିୟମ Read More

ଏକତରଫା ପ୍ରେମ :-ପ୍ରେମ ସ୍ୱୀକାର ନକଲାଠୁ  ଛାତ୍ରୀ ଙ୍କୁ  ଏସିଡ ମାଡ

କଳାହାଣ୍ତି ଜୟପାଟଣା ଥାନା ଖଣ୍ଡି ଡଗ୍ରୀଗୁଡା ଗାଁରେ ଅଭାବନୀୟ କାଣ୍ଡ,  ଯୁବକଙ୍କ ଏସିଡ ମାଡ଼ରେ  ଛାତ୍ରୀ  ଗୁରୁତର ଅବସ୍ଥାରେ ହସ୍ପିଟାଲ ରେ ଚିକିସ୍ଥା ହେଉଛନ୍ତି  I ଦୁର୍ଘଟଣାରେ ଯୁବତୀ ଙ୍କ  ଶରୀର  ର ମୁଁହ ଏବଂ ହାତ ଗୁରୁତର ଭାବରେ ଜଳିଯାଇଛି …

ଏକତରଫା ପ୍ରେମ :-ପ୍ରେମ ସ୍ୱୀକାର ନକଲାଠୁ  ଛାତ୍ରୀ ଙ୍କୁ  ଏସିଡ ମାଡ Read More

​ଅଚଳ ନୋଟ ପାଇଁ ରିଜର୍ଭ ବ୍ୟାଙ୍କ୍ କୁ ଅନୁରୋଧ କରିବ ଶ୍ରୀ ମନ୍ଦିର ପ୍ରଶାସନ

ଶ୍ରୀ ମନ୍ଦିର ରୁ ବାହାରିଥିବା ବିଦେଶୀ ଅଚଳ ମୁଦ୍ରା କୁ ନେଇ ତର୍ଜମା ଜାରି ରହିଛି। ପରିଚାଳନା କମିଟି ରେ ଉପସ୍ଥାପନା  କରିବା ପାଇଁ ସ୍ଥିର କର ଯାଇ ଥିଲେ ମଧ୍ୟ ଏ ବାବଦରେ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ କୁ …

​ଅଚଳ ନୋଟ ପାଇଁ ରିଜର୍ଭ ବ୍ୟାଙ୍କ୍ କୁ ଅନୁରୋଧ କରିବ ଶ୍ରୀ ମନ୍ଦିର ପ୍ରଶାସନ Read More

ବିଜେଡି ବିଧାୟକ  ଉମା ସାମନ୍ତରାୟ  ଙ୍କ  ମଲା ଘୋଡା ଉପାଖ୍ୟାନ

ତୃତୀୟ ମହଲା ଅଣ ଓଡ଼ିଆ ଅଫିସର ଙ୍କ ପ୍ରଭାବ କୁ ନିନ୍ଦା କରିବା ସହିତ  ଦଳରେ ପୁରୁଣା ନେତା ମାନଙ୍କୁ ଅବହେଳା କରିବା ଯୋଗୁଁ  ବିଜେଡି ଛାଡିଥିଲେ   ସତ୍ୟବାଦୀ ପୂର୍ବତନ ବିଧାୟକ ରମା ରଞ୍ଜନ ବଳିୟାରସିଂ I  ଏନେଇ  ତାଙ୍କ …

ବିଜେଡି ବିଧାୟକ  ଉମା ସାମନ୍ତରାୟ  ଙ୍କ  ମଲା ଘୋଡା ଉପାଖ୍ୟାନ Read More

ହରିୟାଣାରେ ନବମ ଶ୍ରେଣୀ ଛାତ୍ରୀ କୁ  ଗଣ ଦୁଷ୍କର୍ମ ପରେ ଅତି ବିଭତ୍ସ ଭାବେ  ହତ୍ୟା

ହରିୟାଣାରେ ପୁଣି  ଘଟିଛି ନିର୍ଭୟାକାଣ୍ଡ ।  ଜିନ୍ଦ୍ ଜିଲ୍ଲାରେ ଶନିବାର ସଂଧ୍ୟାରେ ଘଟିଥିବା ଏହି ନାରକୀୟ କାଣ୍ଡର ଶିକାର ହୋଇଥିବା ନାବାଳିକା ଜଣକ ହେଉଛନ୍ତି ଜଣେ ନବମ ଶ୍ରେଣୀର ଛାତ୍ରୀ I  ୧୫ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ ପରେ  ଅତି ବିଭତ୍ସ …

ହରିୟାଣାରେ ନବମ ଶ୍ରେଣୀ ଛାତ୍ରୀ କୁ  ଗଣ ଦୁଷ୍କର୍ମ ପରେ ଅତି ବିଭତ୍ସ ଭାବେ  ହତ୍ୟା Read More

ପୁରୀରେ  ବିଏମ୍‌ଡବ୍ଲ୍ୟୁ ରେ ଚାଲିଗଲା ଜୀବନ :-ଯୁବକ ମୃତ, ଯୁବତୀଙ୍କ ସହିତ ୩ ଗୁରୁତର

ଗତକାଲି ବିଳମ୍ବିତ ରାତିରେ ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡ୍‌ର ଚିକିନା ଓଭର ବିଜ୍‌ ନିକଟରେଏକ ବିଏମ୍‌ଡବ୍ଲ୍ୟୁ କାର  (ଡିଏଲ୯ସି କ୍ୟୁ ୫୮୭୮ )  ଭାରଶାମ୍ୟ ହରାଇ ଦୃତଗତିରେ  ଗଛରେ ପିଟି ହୋଇଯିବା ଫଳରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିିଥିବା  ସହିତ …

ପୁରୀରେ  ବିଏମ୍‌ଡବ୍ଲ୍ୟୁ ରେ ଚାଲିଗଲା ଜୀବନ :-ଯୁବକ ମୃତ, ଯୁବତୀଙ୍କ ସହିତ ୩ ଗୁରୁତର Read More

ଢେଙ୍କାନାଳ ମା ରାମଚଣ୍ଡୀ  ଙ୍କ ପୀଠରେ  ୪୯ ତମ ବାଷିକ ମକର ମେଳା:ସାଂସଦ ତଥାଗତ ଶତପଥୀ  ଙ୍କ ପରିଦର୍ଶନ

ଢେଙ୍କାନାଳ ଜିଲ୍ଲା ଖଣ୍ଡବନ୍ଧ ଗ୍ରାମ ପଂଚାୟତ ଅନ୍ତର୍ଗତ ପୁରୁଣା ଅମାଙ୍ଗ  ଗ୍ରାମର ବ୍ରାହ୍ମଣୀ ନଦୀ  କୂଳରେ  ମା ରାମଚଣ୍ଡୀ  ଙ୍କ ପୀଠରେ  ୪୯ ତମ ବାଷିକ ମକର ମେଳା  ଆୟୋଜିତ ହେଇଛି I  ଓଡିଶା Exclusive କୁ  ମିଳିଥିବା  ସୂଚନା ଅନୁଯାଇ …

ଢେଙ୍କାନାଳ ମା ରାମଚଣ୍ଡୀ  ଙ୍କ ପୀଠରେ  ୪୯ ତମ ବାଷିକ ମକର ମେଳା:ସାଂସଦ ତଥାଗତ ଶତପଥୀ  ଙ୍କ ପରିଦର୍ଶନ Read More

 108 ଆମ୍ବୁଲାନ୍ସ କର୍ମଚାରୀଙ୍କ ନିଆରା ପ୍ରତିବାଦ:- ସମଲେଶ୍ବରୀ ମନ୍ଦିରରେ ଭିକ୍ଷା ମାଗିଲେ

ଗତ ୨୦ ଦିନ ହେଲା ସମ୍ବଲପୁରରେ ଚାଲିଛି  ଆନ୍ଦୋଳନ, ଦାବି ପୂରଣ ପାଇଁ ଆନ୍ଦୋଳନ କରୁଥିବା ବେଳେ ଏସ୍ମା ଲାଗୁ କରି ୩୭୫ରୁ ଅଧିକ କର୍ମଚାରୀ ଙ୍କୁ ଗିରଫ କରିଛି ପୋଲିସ I ଆନ୍ଦୋଳନରତ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଗିରଫର ଅଭିନବ ପ୍ରତିବାଦରେ ସମଲେଶ୍ବରୀ …

 108 ଆମ୍ବୁଲାନ୍ସ କର୍ମଚାରୀଙ୍କ ନିଆରା ପ୍ରତିବାଦ:- ସମଲେଶ୍ବରୀ ମନ୍ଦିରରେ ଭିକ୍ଷା ମାଗିଲେ Read More

 ଅଧା ରେ ରହିଗଲା ମା’ତାରିଣୀଙ୍କ ଦର୍ଶନ । ଦୁର୍ଘଟଣାସ୍ଥଳରେ  ଶେଷ ହେଇଗଲା ପରିବାର 

 ଆଜି ମକର ସଂକ୍ରନ୍ତି ଅବସରରେ ମା’ତାରିଣୀଙ୍କ ଦର୍ଶନ ପାଇଁ ଗୋଟିଏ ବାଇକରେ ସ୍ବାମୀ, ସ୍ତ୍ର ଓ ୧୦ ବର୍ଷର ପୁଅ ଯାଉଥିବା  ବେଳେ ଆନନ୍ଦପୁର ୨୦ ନମ୍ବର ଜାତୀୟ ରାଜପଥ କୋଳିମାଟି ନିକଟରେ  ଏକ ଟ୍ରକ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା ଫଳରେ ଘଟଣାସ୍ଥଳରେ …

 ଅଧା ରେ ରହିଗଲା ମା’ତାରିଣୀଙ୍କ ଦର୍ଶନ । ଦୁର୍ଘଟଣାସ୍ଥଳରେ  ଶେଷ ହେଇଗଲା ପରିବାର  Read More

ଆମେରିକାରେ  ଭାରତୀୟ ଇଞ୍ଜିନିୟର ଙ୍କ ସମଲିଙ୍ଗୀ ପୁରୁଷ ସାଥୀଙ୍କୁ ବିବାହ

ଆମେରିକାରେ ଅବସ୍ଥାପିତ ଜଣେ ଭାରତୀୟ ଇଞ୍ଜିନିୟର ତାଙ୍କର ସମଲିଙ୍ଗୀ ପୁରୁଷ ସାଥୀଙ୍କୁ ବିବାହ କରିଛନ୍ତି। ଏହି ବିବାହ କାର୍ଯ୍ୟ ଡିସେମ୍ବର ୩୦ରେ ସମ୍ପନ୍ନ ହୋଇଛି। ବିବାହ ଉତ୍ସବ ହେଉଥିବା ହୋଟେଲରେ କୌଣସି ଅଘଟଣ ଆଶଙ୍କା କରି ପୋଲିସ ଉପସ୍ଥିତ ଥିଲା। ଅବଶ୍ୟ …

ଆମେରିକାରେ  ଭାରତୀୟ ଇଞ୍ଜିନିୟର ଙ୍କ ସମଲିଙ୍ଗୀ ପୁରୁଷ ସାଥୀଙ୍କୁ ବିବାହ Read More