ବିଜୁବାବୁ ଙ୍କ ଆସନ୍ତା ୨୩ ତମ “ମହାପ୍ରୟାଣ “ଦିବସ ଉପଲକ୍ଷେ ପୁରୁଣା ଫର୍ଦ୍ଧ ଖୋଲିଲେ ନବୀନ ନନ୍ଦ

ଆସନ୍ତା ଏପ୍ରିଲ ୧୭ ତାରିଖ ଦିନ ମହାନ ଜନନାୟକ ଙ୍କ ବିଜୁ ପଟନାୟକ ଙ୍କ 23ତମ ମହାପ୍ରୟାଣ ହେଉଥିବା ସମୟରେ ଏହି ସମୟରେ ବିଗତ ଦିନର ପୁରୁଣା ସ୍ମୃତି କୁ ମନେ ପକାଇଛନ୍ତି ଢେଙ୍କାନାଳ ର ପୂର୍ବତନ ବିଧାୟକ ନବୀନ ନନ୍ଦ I ନିଜ ଫେସବୁକ ଟାଇମ ଲାଇନ ରେ ବଖାଣିଛନ୍ତି ସେହି ବିଗତ ଦିନର କିଛି ଅକୁହା ସ୍ମୃତି ,ଆସନ୍ତୁ ନଜର ପକାଇବା I ସେଦିନ ବୋଧହୁଏ ଥାଏ ୧୯୯୫ ମସିହା ମାର୍ଚ୍ଚ ମାସ ର … Read more ବିଜୁବାବୁ ଙ୍କ ଆସନ୍ତା ୨୩ ତମ “ମହାପ୍ରୟାଣ “ଦିବସ ଉପଲକ୍ଷେ ପୁରୁଣା ଫର୍ଦ୍ଧ ଖୋଲିଲେ ନବୀନ ନନ୍ଦ

ଲକ୍ ଡାଉନକୁ ହାଲକାରେ ନିଅନ୍ତୁ ନାହିଁ ସାମାଜିକ ଦୂରତା ନରଖିଲେ କରୋନା ରେ ଇଟାଲୀ-ଚୀନ ପରି ଅବସ୍ଥା ହେଇପାରେ

ବିଜ୍ଞାନ ବଳରେ ବଳୀୟାନ ଆମେ ପୃଥିବୀବାସୀ ଆଜି ପ୍ରକୃତିର ଦାଉରେ ନିଃସହାୟ ପାଲଟିଯାଇଛନ୍ତି । ଚାରିଆଡେ ଆଜି ହାହାକାର । ତ୍ରାହି ତ୍ରାହି ଡାକ । ହେଲେ ଆମ ଦୁଃଖ ଦୁର୍ଦ୍ଦଶା କାହା ଆଗରେ କହିବା ।ଆମ କର୍ମର ଫଳ । ପରିବେଶ ସନ୍ତୁଳତା ହରାଇବାକୁ ବସିଲାଣି ।ପୃଥିବୀର ୭୦୦ କୋଟି ଲୋକଙ୍କ ମୁହଁରେ ଗୋଟିଏ ଶବ୍ଦ ” କରୋନା …କରୋନା ” । ଚିନର ଉହାନ୍ ସହରରେ ପ୍ରଥମ ଥର ଦେଖାଯାଇଥିବା ଏହି ପିଶାଣୁ ସଂପୃକ୍ତ … Read more ଲକ୍ ଡାଉନକୁ ହାଲକାରେ ନିଅନ୍ତୁ ନାହିଁ ସାମାଜିକ ଦୂରତା ନରଖିଲେ କରୋନା ରେ ଇଟାଲୀ-ଚୀନ ପରି ଅବସ୍ଥା ହେଇପାରେ

ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ହେଲେ ସମସ୍ତ ଗଣମାଧ୍ୟମ ର ସମ୍ପାଦକ ଏବଂ ସାମ୍ବାଦିକ

ସମାଜର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ I ସବୁବେଳେ ସାଧାରଣ ଲୋକଙ୍କ ପାଇଁ ଉଦ୍ୟମ କରିଥାନ୍ତି ଖବର ପଛର ସେହି ନିଚ୍ଛକ ଘଟଣାକୁ ନିର୍ଭୟ ଭାବରେ ପହଞ୍ଚାଇବାକୁ Iଯେଉଁଠି ଅନ୍ୟମାନଙ୍କ ପାଇଁ ଅପହଞ୍ଚ ସେଠାରେ ପହଁଚିଥାଏ ଗଣମାଧ୍ୟମ ଏବଂ ଏହାର ସାମ୍ବାଦିକ ମାନେ I ଯଦିଓ ଓଡ଼ିଶାରେ ଗଣମାଧ୍ୟମ କୁ ନେଇ ଚର୍ଚ୍ଚା ହୁଏ ଯେ କିଛି ଗଣମାଧ୍ୟମ ଖୋଲାଖୋଲି ରାଜ୍ୟ ସରକାର ଙ୍କ ସପକ୍ଷରେ ତ ଆଉ କିଛି ବିପକ୍ଷ ରେ I ଏଇ ଯେମିତି କନକ … Read more ପ୍ରଥମଥର ପାଇଁ ଗୋଟିଏ ମଞ୍ଚରେ ଏକାଠି ହେଲେ ସମସ୍ତ ଗଣମାଧ୍ୟମ ର ସମ୍ପାଦକ ଏବଂ ସାମ୍ବାଦିକ

ସାତ ବର୍ଷ ତଳେ ମେ ୨୯ ରେ ଷଡଯନ୍ତ୍ର ମିଡନାଇଟ ଅପରେସନ,ସାତ ବର୍ଷ ପରେ ମିଡ୍ ଡେ ରେ ଶପଥ

ମେ ୨୯, ଓଡିଶା ରାଜନୀତି ରେ ଏକ ଅଭୁଲା ଦିନ I ନା ଏହାକୁ ବିଜେଡି ଭୁଲିପାରିବ ନା ରାଜ୍ୟବାସୀ I ୟା ମଧ୍ୟରେ ପାଖାପାଖି ସାତବର୍ଷ ବିତିଯାଇଛି କିନ୍ତୁ ଯେବେ ମେ ୨୯ ଆସେ ପୁଣିଥରେ ସେଦିନ ର ଘଟଣା ତାଜା ହେଇଯାଏ Iୟା ମଧ୍ୟରେ ସାତ ବର୍ଷ ବିତିଯାଇଛି କିନ୍ତୁ ସେ ଦିନ ର ଅଭୁଲା ସ୍ମୃତି ଲିଭିପାରିନାହିଁ I ସାତବର୍ଷ ତଳେ ଠିକ ୨୯ ମେ ୨୦୧୨ ମଙ୍ଗଳବାର ରାତିରେ ମୁଖ୍ୟମନ୍ତ୍ରୀ ବିଦେଶ … Read more ସାତ ବର୍ଷ ତଳେ ମେ ୨୯ ରେ ଷଡଯନ୍ତ୍ର ମିଡନାଇଟ ଅପରେସନ,ସାତ ବର୍ଷ ପରେ ମିଡ୍ ଡେ ରେ ଶପଥ

ଲିମ୍ବ ଦାନ୍ତକାଠି ,ନଳକୂଅ ପାଣିର ଗାଧୁଆ ,ଚାଳ ଘରୁ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହେଲେଣି ବିଜୟୀ ସାଂସଦ ପ୍ରତାପ

2019 ନିର୍ବାଚନ ଫଳାଫଳ ଘୋଷଣା ପରେ ସବୁଠୁ ଅଧିକ ଚର୍ଚ୍ଚା ରେ ରହିଆସିଛି ବାଲେଶ୍ୱର ଲୋକସଭା I ମୈଦାନ ରେ ଦୁଇ ହେଭି ୱେଟ କୋଟିପତି ନେତା ଙ୍କୁ ମାତ ଦେଇ ଯେଉଁଭଳି ଭାବରେ ବିଜେପି ର ପ୍ରତାପ ଷଡ଼ଙ୍ଗୀ ବିଜୟୀ ହେଲେ ତାହା ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଧରିଛି I ରାଜନୀତି ର ଅସଲ ହିରୋ ଏବେ ସୋସିଆଲ ମିଡ଼ିଆର ହିରୋ ପାଲଟିଯାଇଛନ୍ତି I ଅତ୍ୟନ୍ତ ନିରାଡ଼ମ୍ବର ଜୀବନ ଶୈଳୀ ତାଙ୍କୁ ଆଜି … Read more ଲିମ୍ବ ଦାନ୍ତକାଠି ,ନଳକୂଅ ପାଣିର ଗାଧୁଆ ,ଚାଳ ଘରୁ ଦିଲ୍ଲୀ ଯିବାକୁ ପ୍ରସ୍ତୁତ ହେଲେଣି ବିଜୟୀ ସାଂସଦ ପ୍ରତାପ

ନରେନ୍ଦ୍ର ମୋଦିଙ୍କ ଜୀବନୀ, ଚା ବିକାଳୀ ରୁ କିପରି ହେଲେ ପ୍ରଧାନମନ୍ତ୍ରୀ ,ନିହାତି ଥରେ ପଢନ୍ତୁ

ଯେଉଁ ପିଲା ଦିନେ ବୁଲି ବୁଲି ଟ୍ରେନରେ ଚାହା ବିକୁଥିଲା ସେହି ପିଲା ଦିନେ ଭାରତର ପ୍ରଧାନ ମନ୍ତ୍ରୀ ହେବେ ବୋଲି କେହି ବିଶ୍ୱାସ କରିନଥିଲେ କିନ୍ତୁ ସେ ହେଲା ପ୍ରଧାନ ମନ୍ତ୍ରୀ I ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଭାରତର 14 ତମ ପ୍ରଧାନ ମନ୍ତ୍ରୀ I ନରେନ୍ଦ୍ର ମୋଦିଙ୍କ ସମ୍ପୂର୍ଣ ନାମ ନରେନ୍ଦ୍ର ଦାମୋଦର ମୋଦି I ତାଙ୍କର ଜନ୍ମ ବମ୍ବେ ରାଜ୍ୟର ଭାଡନଗରରେ 17 ସେପ୍ଟେମ୍ବର 1950 ମସିହାରେ ହେଇଥିଲା … Read more ନରେନ୍ଦ୍ର ମୋଦିଙ୍କ ଜୀବନୀ, ଚା ବିକାଳୀ ରୁ କିପରି ହେଲେ ପ୍ରଧାନମନ୍ତ୍ରୀ ,ନିହାତି ଥରେ ପଢନ୍ତୁ

ମୁଁ ଗାନ୍ଧୀ ଙ୍କୁ କାହିଁକି ମାରିଲି ? ନାଥୁରାମ ଗଡସେ ର ଅନ୍ତିମ ବୟାନ ଯାହା ସମସ୍ତେ ଜାଣିବା ଉଚିତ

30 ଜାନୁଆରୀ 1948 ଦିନ ନାଥୁରାମ ଗଡସେ ଗାନ୍ଧୀଙ୍କୁ ଗୁଳି ମାରି ହତ୍ୟା କରିଥିଲେ I ଗାନ୍ଧୀଙ୍କୁ ଗୁଳି କରିବା ପରେ ସେ ଘଟଣା ସ୍ଥଳରେ ଫେରାର ନହେଇ ଆତ୍ମସମର୍ପଣ କରିଥିଲେ I ନାଥୁରାମ ଗଡସେଙ୍କ ଶେଷ ବୟାନ ,କୁହାଯାଉଛିକି ଏହାକୁ ଶୁଣିବା ପରେ ଅଦାଲତରେ ଉପସ୍ଥିତ ଥିବା ସବୁ ଲୋକଙ୍କ ଆଖିରେ ପାଣି ଆସିଗଲା ଓ କିଛି ଲୋକ କାନ୍ଦିବାକୁ ଲାଗିଲେ I ଜଜ ମହୋଦୟ ନିଜ ଟିପ୍ପଣୀରେ ଲେଖିଲେକି ଯଦି ଅଦାଲତରେ ଉପସ୍ଥିତ ଥିବା … Read more ମୁଁ ଗାନ୍ଧୀ ଙ୍କୁ କାହିଁକି ମାରିଲି ? ନାଥୁରାମ ଗଡସେ ର ଅନ୍ତିମ ବୟାନ ଯାହା ସମସ୍ତେ ଜାଣିବା ଉଚିତ

ଓଡ଼ିଶାର କେନ୍ଦୁଝର ରେ ଟ୍ରି ହାଉସ ,ଚକିତ କରୁଛି ଦର୍ଶକ ଙ୍କୁ

ଗଛ ଉପରେ ଘର ତାହା ପୁଣି ଓଡ଼ିଶାରେ ,କଣ ଆଜ୍ଞା ବିଶ୍ୱାସ ହେଉନି ନା I କିନ୍ତୁ ହଁ କଥାଟା ସମ୍ପୂର୍ଣ୍ଣ ସତ I ବିଶେଷ କରି ବିଦେଶ ରେ ଗଛ ଘର ବା ଟ୍ରି ହାଉସ ଦେଖିବାକୁ ମିଳୁଥିବା ବେଳେ ଏବେ ଓଡ଼ିଶାରେ ନିର୍ମିତ ହେଇଚି ଏହି ଚର୍ଚିତ ଟ୍ରି ହାଉସ I ସୂଚନା ଅନୁଯାଇ କେନ୍ଦୁଝର ର ବ୍ୟବସାୟୀ ଚିନ୍ମୟ ସାମଲ ନିଜର ପିଲାଦିନର ଇଛା କୁ ପୂରଣ କରିବାକୁ ଏକ ଟ୍ରି ଉପରେ … Read more ଓଡ଼ିଶାର କେନ୍ଦୁଝର ରେ ଟ୍ରି ହାଉସ ,ଚକିତ କରୁଛି ଦର୍ଶକ ଙ୍କୁ

ମାତୃ ଦିବସରେ ଏକ ମା ର କରୁଣ କଥା ,ନିହାତି ଥରେ ପଢନ୍ତୁ ଆପଣଙ୍କ ଆଖିରୁ ଲୁହ ଝରି ଆସିବ

(ଉପସ୍ଥାପନା :ଗୋପାଳ ଚନ୍ଦ୍ର:)ଆଖିରୁ ଝରି ପଡୁଥାଏ ଅମାନିଆ ଲୁହଧାର ତଥାପି ସେ ଶୁଭ ମନାସୁଥିଲା ପୁଅ ପାଇଁ ,ଦରଦୀ କଣ୍ଠରେ ଥରି ଥରି କହୁଥିଲା ମୁଁ ପରା ତାକୁ ଅନ୍ତ ଫାଡ଼ି ଜନମ ଦେଇଛି ,ଛାତିରୁ ଅମୃତ ପିଆଇ ବଡ କରିଛି ,ଏବେ କିନ୍ତୁ ଏ ମା ର ସ୍ନେହ ମମତା ତା ପାଇଁ ଅଲୋଡ଼ା ହେଇଗଲାଣି ,ଆଜି ସେ ବହୁତ ବଡ ହେଇଗଲାଣି ,ଏ ମା ର ଆବଶ୍ୟକତା ତା ପାଇଁ ଆଉ ଦରକାର ନାହିଁ … Read more ମାତୃ ଦିବସରେ ଏକ ମା ର କରୁଣ କଥା ,ନିହାତି ଥରେ ପଢନ୍ତୁ ଆପଣଙ୍କ ଆଖିରୁ ଲୁହ ଝରି ଆସିବ

ରିକ୍ସା ଚଲାଇକି ପୁଅକୁ ବନେଇଲେ ଆଇଏଏସ ଅଫିସର I ଆଇଏ ଏସ ପରେ ପୁଅ ରିକ୍ସା ରେ ଗଲେ ଅଫିସ

ମଣିଷର ଯଦି ଲକ୍ଷ ମଜଭୁତ ଥିବ ତାହେଲେ ସେ ସବୁ କଠିନ ସମୟକୁ ପାର କରି ସ୍ୱପ୍ନକୁ ପୁରଣ କରିପାରିବ I ଆଜି ଆମେ ଏମିତି ଏକ ପିତାଙ୍କ କାହାଣୀ ବିଷୟରେ କହିବାକୁ ଯାଉଛୁ ଯିଏ ଦିନରାତି ପରିଶ୍ରମ କରି ପୁଅକୁ ଆଇ.ଏସ .ଅଫିସର ବନେଇଛନ୍ତି I ଘରର ଆର୍ଥିକ ଅବସ୍ଥା ଠିକ ନଥିଲେ ମଧ୍ୟ ସେ ପୁଅର ପାଠପଢ଼ାରେ କୌଣସି କମି ରଖିନଥିଲେ ଓ ତାକୁ ଆଇ.ଏସ ଅଫିସର ବନେଇକି ଛାଡିଲେ I ବାରଣାସୀରେ ରହୁଥିବା … Read more ରିକ୍ସା ଚଲାଇକି ପୁଅକୁ ବନେଇଲେ ଆଇଏଏସ ଅଫିସର I ଆଇଏ ଏସ ପରେ ପୁଅ ରିକ୍ସା ରେ ଗଲେ ଅଫିସ